www.samajalive.in
Tuesday, December 9, 2025
17.1 C
Bhubaneswar

ଜିଏସ୍‌‌ଟି ରାଜସ୍ୱ ସଂଗ୍ରହରେ ଓଡ଼ିଶାର ୧୧.୧୭% ଅଭିବୃଦ୍ଧି

ଡେସ୍କ: ସାମଗ୍ରୀ ଓ ସେବାକର – ଜିଏସ୍‌‌ଟି ରାଜସ୍ୱ ସଂଗ୍ରହରେ ଓଡ଼ିଶା ପୁଣି ଥରେ ରେକର୍ଡ କରିଛି। ଚଳିତବର୍ଷ ମେ’ ମାସରେ ଜିଏସ୍‌‌ଟି ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ୧୧.୧୭% ଅଭିବୃଦ୍ଧି ଘଟିଛି। ଏହି ରାଜସ୍ବ ସଂଗ୍ରହ ପରିମାଣ ୪୩୯୭.୭୩ କୋଟି ଟଙ୍କା। ସୂଚନା ଅନୁଯାୟୀ, ୨୦୨୨ ମେ’ ମାସରେ ଏହି ରାଜସ୍ବ ସଂଗ୍ରହ ପରିମାଣ ୩୯୫୫.୭୫ କୋଟି ଥିଲା। ସେହିପରି ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରୀକ ଜିଏସ୍‌‌ଟି ସଂଗ୍ରହ ୯୪୩୩ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫ କୋଟି ଟଙ୍କା ଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories