ମହାରାଷ୍ଟ୍ରରେ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା .. ଚାଲି ଯାଇଛି ୧୨ ଜଣଙ୍କ ଜୀବନ..
ପାରାଦ୍ୱୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ଘଟଣା ..
ପୁଅର କଟୁରୀ ଚୋଟରେ ଚାଲି ଯାଇଛି ମାଆର ଜୀବନ..
ମୁଣ୍ଡଳି : ବ୍ରିଜ୍ରୁ ଡେଇଁ ଛାତ୍ରୀ ମୃତ୍ୟୁ ଘଟଣା.. ପୁରୁଷ ବନ୍ଧୁକୁ ଗିରଫ କଲା ଆଠଗଡ ପୁଲିସ ..
୨୦ରେ ଛାତ୍ରୀ ବ୍ରିଜରୁ ଡେଇଁଥିଲେ.. କାଲି ମିଳିଥିଲା ମୃତଦେହ..
ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ..
ଏନେଇ ଚିଠି ଲେଖିଲା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ..
ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ପଦକ୍ଷେପ ପାଇଁ କହିଲେ..
ଆରମ୍ଭ ହୋଇଥିବା ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ସୂଚନା..
ଏସବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ୍ ଚନ୍ଦ୍ରଶେଖର ଶର୍ମାଙ୍କ ସୂଚନା..
ଓଡିଶାରେ ୮୯୦ ଏସବିଆଇ ଶାଖାରେ ନୋଟ୍ ବଦଳର ବ୍ୟବସ୍ଥା ହୋଇଛି..
ଦିନ ସାଢେ ୧୧ରୁ ଭୁବନେଶ୍ୱରରେ ପ୍ରବଳ ଖରା.. ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ..
ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ..



