www.samajalive.in
Sunday, December 7, 2025
26.1 C
Bhubaneswar

ନଖକଳାରୁ ରୋଗ

ନଖକଳାର ଆଦର ଦିନକୁ ଦିନ ବଢ଼ିଚାଲିଛି। କଲେଜ ପଢ଼ୁଆ ଝିଅ, କର୍ମଜୀବୀ ମହିଳା ଓ ବୟସ୍କା ସମସ୍ତଙ୍କୁ ଏହି ନୂଆ ନଖକଳା ବେଶ୍ ପସନ୍ଦ ଆସିଛି। ବିଶେଷଜ୍ଞ ଦଳ କିନ୍ତୁ ସତର୍କ କରାଇଛନ୍ତି ଯେ ସବୁବେଳେ ନଖକଳା କରିବା ଆଦୌ ଭଲ ନୁହେଁ। ବାରମ୍ବାର ନେଲ୍‌ପଲିସ ଲଗାଇବା ଦ୍ୱାରା ନଖ ଶୁଷ୍କ ହୋଇ ହଳଦିଆ ପଡ଼ିଯାଏ। ନେଲ୍‌ପଲିସରେ ଫର୍ମାଲଡିହାଇଡ୍‌, ଡେବ୍ୟୁଟିଲ ଫେଥଲେଟ୍‌ ଏବଂ ଟାଲ୍ୟୁଇନ୍‌ ପରି ରାସାୟନିକ ପଦାର୍ଥ ଥିବାରୁ ତା’ ସମସ୍ୟା ସୃଷ୍ଟି କରେ। ନେଲ୍‌ପଲିସରେ ଥିବା ଟାଲ୍ୟୁଇନ୍‌ ତତ୍ତ୍ବ ସବୁଠୁ କ୍ଷତିକାରକ।

ଏହା ଶିରା ପ୍ରଶିରାଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଉଛି। ଟାଲ୍ୟୁଇନ୍‌ ପ୍ରଭାବରେ ଦେହହାତ ଦରଜ, ମୁଣ୍ଡ ବୁଲାଇବା, ଥଣ୍ଡା, ଏବଂ ହାଲିଆ ଲାଗେ। କେବଳ ଏତିକି ନୁହେଁ, ଟାଲ୍ୟୁଇନ୍‌ ବୃକକ୍, ଯକୃତ ଏବଂ ପ୍ରଜନନ ସମସ୍ୟା ମଧ୍ୟ କରାଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ନେଲପଲିସ୍‌ରେ ଥିବା ଫର୍ମାଲଡିହାଇଡ୍‌ ଏକ ରଙ୍ଗହୀନ ଗ୍ୟାସ। ଏହି ତତ୍ତ୍ବ କାରଣରୁ ନେଲ୍‌ପଲିସ ବହୁଦିନ ପର୍ଯ୍ୟନ୍ତ ନଖରୁ ଛାଡ଼େନି ଓ ତା’ ସହ କର୍କଟର ଆଶଙ୍କା ବଢ଼ାଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories