www.samajalive.in
Sunday, December 7, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଝାରସୁଗୁଡା : ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ମହାବିଜୟ..୪୮,୬୧୯ ଭୋଟରେ ଜିତିଲେ ଦିପାଳୀ ଦିପାଳୀ..

ଝାରସୁଗୁଡା : ବିଜେଡି ପ୍ରାର୍ଥୀ ଦିପାଳୀ ପାଇଛନ୍ତି ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍‌‌..

- Advertisement -

ଝାରସୁଗୁଡା ଉପନିର୍ବାଚନ .. ଦିପାଳୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ..

ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି..

ଭୁବନେଶ୍ୱର : ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗ ଦାୟିତ୍ୱ..

ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ..

୨ ମନ୍ତ୍ରୀ ଇସ୍ତଫା ଦେବା ପରେ ଖାଲି ପଡିଥିଲା ୨ ବିଭାଗ.. ଗତକାଲି ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ..

ଆଗକୁ ପ୍ରବଳ ଗରମ.. ଓଡ଼ିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗ୍ରୀଷ୍ମପ୍ରବାହ ସମ୍ଭାବନା ..

ଭାରତୀୟ ପାଣିପାଗ ବିଭାଗର ଗ୍ରୀଷ୍ମ ପ୍ରବାହ ( Heatwave ) ନେଇ ସତର୍କସୂଚନା ଜାରି କରିଛି ..

ଶନିବାରରେ ଗୁଜୁରାଟ ଏବଂ ରାଜସ୍ଥାନ..

ଶନି ଏବଂ ରବିବାରରେ ମଧ୍ୟପ୍ରଦେଶରେ ଗ୍ରୀଷ୍ମପ୍ରବାହ ହେବ ..

ମେ ୧୫ ଏବଂ ୧୬ ତାରିଖରେ ବିହାର ଓଡ଼ିଶା ସହ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି..

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍‌ … ଦିନ ଗୋଟାଏ ସୁଦ୍ଧା କଂଗ୍ରେସ ୧୩୪ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୬୫ ଏବଂ ଜେଡିଏସ୍ ୨୧ଟି ଆସନରେ ଆଗୁଆ ରହିଛି..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories