www.samajalive.in
Sunday, December 7, 2025
13.1 C
Bhubaneswar

୯୦୦ ଟଙ୍କାରେ ପୋଟଳ !

ଦେଶୀ ବଜାରରେ ପୋଟଳ ଦର ଏବେ ଚଢ଼ା ଅଛି। ସବୁବର୍ଗର ଲୋକେ ଏଇ ଦାମୀ ପରିବାକୁ କିଣି ପାରୁନାହାନ୍ତି। ଦିଲ୍ଲୀ ବଜାରରେ କିଲେ ପୋଟଳ ୧୨୦-୧୫୦ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ଲଣ୍ଡନ ବଜାରରେ ଆମ ଦେଶୀ ପୋଟଳ ୯୦୦ ଟଙ୍କାରେ ବିକ୍ରି ହେଉଛି। ଲଣ୍ଡନରେ ବସବାସ କରୁଥିବା ଜଣେ ଭାରତୀୟ ଯୁବକ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। କେନ୍ଦ୍ର ଲଣ୍ଡନରେ ଚଳଣି ବେଶ୍ ମହଙ୍ଗା। ସେଠି ପୋଟଳ ୯୦୦ ଟଙ୍କାରେ ବିକ୍ରି ହେବା କିଛି ବଡ଼ କଥା ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଲଣ୍ଡନରେ ରହୁଥିବା ଭାରତୀୟମାନେ ଚଢ଼ା ଦରରେ ପୋଟଳ କିଣିବା ପୂର୍ବରୁ ଦିଲ୍ଲୀ, ମୁମ୍ବଇରେ ଦାମ୍ କେତେ ଅଛି, ଇଣ୍ଟରନେଟ୍‌ରେ ଦେଖୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories