www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଚଣ୍ଡିଗଡ : ପଞ୍ଜାବ ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ .. ୪  ଯବାନ ଶହୀଦ୍‌‌..  ଭୋର ୪ଟା ୩୫ରେ ଗୁଳିକାଣ୍ଡ ..

କିଏ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ.. ଅଞ୍ଚଳକୁ ସିଲ୍‌‌ କରାଯିବା ସହ ତଲାସି ଅଭିଯାନ ଜୋରଦାର କରାଯାଉଛି..

- Advertisement -

ଏହା ଆତଙ୍କୀ ହାମଲା ନୁହେଁ ବୋଲି କହିଛି ପଞ୍ଜାବ ପୁଲିସ.. ୨ ଦିନ ତଳେ କ୍ୟାମ୍ପରୁ ଏକ ରାଇଫଲ ଗାଏବ ହୋଇଥିଲା..

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୭,୮୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି.. ୨୨୩ ଦିନ ପରେ ଏହା ସବୁଠାରୁ ଅଧିକ ମାମଲା..

କୋଇଡା : ଆଇଟିଆଇ ବାଇପାସ୍‌‌ ରାସ୍ତାରେ ଦୁର୍ଘଟଣା..

ଭ୍ୟାନ ଓଲଟି କମ୍ପାନୀର ୬ କର୍ମଚାରୀ ଆହତ..

ଆହତ ୬ ଜଣଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର..

ରାଜ୍ୟର ଅନେକ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ତାତି.. ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ..

ଖୋର୍ଦ୍ଧା : ସଦର ଥାନା ଗୁଡୁମ୍‌‌ ଠାରେ ଏକ ବ୍ୟାଙ୍କରୁ ଚୋରି ସନ୍ଦେହ..

ବ୍ୟାଙ୍କ ଗ୍ରୀଲ୍‌‌ ତାଡି ଦୁର୍ବୃତ୍ତମାନେ ଲୁଟ୍‌‌ କରିଥିବା ସନ୍ଦେହ..

ବ୍ୟାଙ୍କରୁ ଲୁଟ୍‌‌ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ କରି ନାହାନ୍ତି କର୍ତ୍ତୃପକ୍ଷ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories