ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର..
ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ..
ସମ୍ବଲପୁର ୩୮,ଝାରସୁଗୁଡା ୩୭.୬, ଚାନ୍ଦବାଲି ୩୭.୪ ଡିଗ୍ରୀ, ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨,କେନ୍ଦୁଝର ୩୫.୪ ରେକର୍ଡ କରାଯାଇଛି..
ରାଜ୍ୟରେ ଆହୁରି ୫ ଦିନ ପର୍ୟ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ.. ପାଣିପାଗ ବିଭାଗ ପକ୍ଷରୁ ଆକଳନ..
ଆସନ୍ତା ୧୬ ଯାଏଁ ଅଗ୍ନିବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା..
ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ .. ଦେଶରେ ୨୪ ଘଣ୍ଟାରେ ଆଉ ୫ ହଜାର ୬୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୭ ହଜାର
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ବିଦ୍ୟାଳୟରେ ସକାଳୁଆ ପାଠ ପଢ଼ା ଆରମ୍ଭ..
ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସକାଳ ୭ରୁ ପାଠପଢ଼ା..
କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଜି ମଧ୍ୟ ସାରା ଦେଶରେ କରାଯାଉଛି ମକ୍ ଡ୍ରିଲ ..
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ‘ଛେନାପୋଡ଼ ଦିବସ’..
ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ.. ଶିକ୍ଷକଙ୍କଠାରୁ ୧୦ ହଜାର ଲାଞ୍ଚ ନେବାବେଳେ ଚଢାଉ..
ରାଜଧାନୀ ଏୟାରଫିଲ୍ଡ ଥାନା ଭୀମକୁଣ୍ଡ ମନ୍ଦିର ସମ୍ମୁଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଚ ରାସ୍ତାରେ ଯୁବକଙ୍କୁ ଗୋଡେଇ ହାଣିଲେ ଦୁର୍ବୃତ୍ତ..
ସୁନ୍ଦରଗଡ : ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଏକ ଅଘଟଣ ..୨ ଜଣଙ୍କର ମୃତ୍ୟୁ



