www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ବିଜେପି ପାଳନ କରୁଛି ୪୪ ତମ ପ୍ରତିଷ୍ଠା ଦିବସ..

ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

- Advertisement -

କାର୍ଯ୍ୟକର୍ତ୍ତା,ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଭାଜପା ସର୍ବଦା ଦେଶ ସେବା ପାଇଁ ସମର୍ପିତ-ମୋଦୀ..

ଭାଜପା ପାଇଁ ସର୍ବଦା ରାଷ୍ଟ୍ରହିତ ସର୍ବୋପରି -ପ୍ରଧାନମନ୍ତ୍ରୀ..

୧୪ ଏପ୍ରିଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସପ୍ତାହ ପାଳନ କରିବ ବିଜେପି..

ଆଜି ହନୁମାନ ଜନ୍ମୋତ୍ସବ,ଶାନ୍ତି ଶୃଙ୍ଖଳା ମଧ୍ୟରେ ଉତ୍ସବ ପାଳନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ପରାମର୍ଶ..

ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ..

ଘୋଷଣା କଲେ ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ..

ପୂର୍ବଥର ଭଳି ୬.୫ ପ୍ରତିଶତ ରହିଲା ରେପୋ ରେଟ୍‌‌..

ରେପୋ ରେଟ୍‌‌ ଅପରିବର୍ତ୍ତିତ ରହିବାରୁ ଆଉ ବଢିବନି ଇଏମଆଇ..

ପୁଣି ଚିନ୍ତା ବଢାଇଲା କରୋନା.. ୨୪ ଘଣ୍ଟାରେ ୫,୩୩୫ ସଂକ୍ରମିତ ଚିହ୍ନଟ..

୧୯୫ ଦିନରେ ଏହା ସବୁଠାରୁ ଅଧିକ ମାମଲା ରେକର୍ଡ..

ଜାତୀସଂଘ ପରିସଂଖ୍ୟାନ ଆୟୋଗ ନିର୍ବାଚନରେ ଚୀନକୁ ହରାଇ ସର୍ବାଧିକ ଭୋଟ୍‌‌ ସହ ଜିତିଲା ଭାରତ..

ଧୋନି,ଯୁବରାଜ ଓ ସୁରେଶ ରୈନା ଏମସିସିର ଆଜୀବନ ସଦସ୍ୟ ଭାବେ ମନୋନୀତ..

ମିତାଲୀ ରାଜ୍‌‌ ଓ ଝୁଲଣ ଗୋସ୍ୱାମୀ ମଧ୍ୟ ମେଲବୋର୍ଣ୍ଣ କ୍ରିକେଟ କ୍ଲବର ସଦସ୍ୟ ଭାବେ ମନୋନୀତ..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories