www.samajalive.in
Sunday, December 7, 2025
13.1 C
Bhubaneswar

ସ୍ଥିତି ଉଦବେଗଜନକ, ଦେଶରେ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୩ ହଜାର ୮୯ ଜଣ ଛାତ୍ରଛାତ୍ରୀ

ଡେସ୍କ: ଦେଶରେ ଥିବା ଆଇଆଇଟି, ଏନ୍‌‌ଆଇଟି, ଆଇଆଇଏମ୍‌‌, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏମ୍ସ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ୨୦୧୭ରୁ ୨୦୨୧ ମଧ୍ୟରେ ୭ ହଜାର ୩୯୬ ଜଣ ଛାତ୍ର ଏବଂ ୫ ହଜାର ୬୯୩ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ କହିଛନ୍ତି, ଗତ ୫ ବର୍ଷରେ ଓଡ଼ିଶାରେ ଥିବା ଆଇଆଇଟି, ଏନ୍‌‌ଆଇଟି, ଆଇଆଇଏମ୍‌‌ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିନାହାଁନ୍ତି। କେବଳ ୨୦୨୦ରେ ଭୁବନେଶ୍ୱର ଏମ୍ସରେ ଜଣେ ଆତ୍ମହତ୍ୟା କରିଥିବା ସେ ସୂଚନା ଦେଇଛନ୍ତି। ଉଚ୍ଚତର ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଆତ୍ମହତ୍ୟା ପ୍ରବଣତା ରୋକିବା ଲାଗି ଆଇଆଇଟି ବମ୍ବେ ପକ୍ଷରୁ ବନ୍ଧୁ ନାମକ ୱେବସାଇଟ୍‌‌ ଆରମ୍ଭ କରାଯାଇଥିବାବେଳେ ସଚେତନତା କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କ ଲାଗି ବିଭିନ୍ନ ସେଲ୍‌‌ ଓ କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଦେଶର ଉଚ୍ଚତର ପ୍ରତିଷ୍ଠାନ ଗୁଡ଼ିକରେ ୧୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଦେଶରେ ଥିବା ଆଇଆଇଟି, ଏନ୍‌‌ଆଇଟି, ଆଇଆଇଏମ୍‌‌, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏମ୍ସରେ ୨୦୧୮ରେ ୨୦, ୨୦୧୯ରେ ୨୦, ୨୦୨୦ରେ ୧୩, ୨୦୨୧ରେ ୧୦ ଓ ୨୦୨୨ରେ ୨୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେହିପରି ରାଜ୍ୟଗୁଡ଼ିକରେ…

ରାଜ୍ୟ ୨୦୧୮ ୨୦୧୯ ୨୦୨୦ ୨୦୨୧ ୨୦୨୨ ୨୦୨୩
ଆନ୍ଧ୍ର ପ୍ରଦେଶ
ଅରୁଣାଚଳ ପ୍ରଦେଶ
ଆସାମ
ବିହାର
ଛତିଶଗଡ଼
ଦିଲ୍ଲୀ
ଗୋଆ
ଗୁଜୁରାଟ
ହରିୟାଣା
ହିମାଚଳ ପ୍ରଦେଶ
ଜାମ୍ମୁ କାଶ୍ମୀର
ଝାଡ଼ଖଣ୍ଡ
କର୍ଣ୍ଣାଟକ
କେରଳ
ମଧ୍ୟ ପ୍ରଦେଶ
ମହାରାଷ୍ଟ୍ର
ମଣିପୁର
ମେଘାଳୟ
ମିଜୋରାମ
ନାଗାଲାଣ୍ଡ
ଓଡିଶା
ପୁଡୁଚେରୀ
ପଞ୍ଜାବ
ରାଜସ୍ଥାନ
ସିକିମ
ତାମିଲନାଡୁ
ତେଲେଙ୍ଗାନା
ତ୍ରିପୁରା
ଉତ୍ତର ପ୍ରଦେଶ
ଉତ୍ତରାଖଣ୍ଡ
ପଶ୍ଚିମବଙ୍ଗ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories