www.samajalive.in
Tuesday, December 9, 2025
26.1 C
Bhubaneswar

ଏପ୍ରିଲ ୨୭ରେ ଭୁବନେଶ୍ୱରରେ ଜି୨୦ କାର୍ଯ୍ୟକାରୀ ଶିକ୍ଷା ଗୋଷ୍ଠୀର ତୃତୀୟ ବୈଠକ

ଡେସ୍କ: ଆସନ୍ତା ଏପ୍ରିଲ ୨୭ରୁ ୨୯ ଯାଏଁ ଭୁବନେଶ୍ୱରରେ ଜି୨୦ କାର୍ଯ୍ୟକାରୀ ଶିକ୍ଷା ଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଜି୨୦ ସଦସ୍ୟ ଦେଶଗୁଡିକର ପ୍ରତିନିଧି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁବାସ ସରକାର ଏପ୍ରିଲ ୨୭ରେ ଏହି ବୈଠକର ଶୁଭାରମ୍ଭ କରିବେ।

ଏହି ବୈଠକରେ ମୁଖ୍ୟତଃ ୪ଟି ବିଷୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ସେଗୁଡିକ ହେଉଛି ମୂଳ ସାକ୍ଷରତା, ଜ୍ଞାନ କୌଶଳ ଭିତ୍ତିକ ଶିକ୍ଷା ଗ୍ରହଣ, କାର୍ଯ୍ୟ ଭବିଷ୍ୟତ ଏବଂ ଅନୁସନ୍ଧାନ ସହଯୋଗ। ଏହି ବୈଠକ କାଳରେ ବିଭିନ୍ନ ଦେଶର ପ୍ରତିନିଧି ମାନେ ଓଡିଶାର କଳା, ସଂସ୍କୃତି, ହସ୍ତତନ୍ତ, ହସ୍ତକଳା ପ୍ରଭୃତି ସହ ପରିଚିତ ହେବେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories