www.samajalive.in
Sunday, December 7, 2025
26.1 C
Bhubaneswar

୧୧୦ ମିନିଟ୍‌‌ ପରେ ସ୍ୱାଭାବିକ ହେଲା ହ୍ବାଟସଆପ୍‌

ଭୁବନେଶ୍ୱର : ଦୀର୍ଘ ୧୧୦ ମିନିଟ୍‌‌ ବନ୍ଦ ରହିବା ପରେ ପୁନଃ କାର୍ଯ୍ୟକ୍ଷମ ହେଲା ହ୍ବାଟସଆପ୍‌ । ସାରା ଦେଶରେ ୧ ଘଣ୍ଟାରୁ ଅଧିକ ସମୟ ହେବ ହ୍ବାଟସଆପ୍‌ ଡାଉନ୍‌‌ ରହିଥିଲା। ଦିନ ୧୨ଟା ୩୦ ରୁ ୨ଟା ୨୦ ଯାଏଁ ଡାଉନ୍‌‌ ରହିଥିଲା। ଫଳରେ ଟେକ୍ଟଟ୍‌, ଭଏସ ଓ ଭିଡିଓ ମେସେଜ ବନ୍ଦ ଥିଲା। ବର୍ତ୍ତମାନ ୨ ଘଣ୍ଟାପରେ ସୋସିଆଲ ମିଡିଆରେ ହ୍ବାଟସଆପ୍‌ ସେବା ସ୍ୱାଭାବିକ ହୋଇଛି।

ସାରା ଦେଶ​‌ରେ ହ୍ବାଟସଆପ୍‌ ସେବା ବାଧାପ୍ରାପ୍ତ ହୋଇଥିଲା।  ପ୍ରାୟ ୧ ଘଣ୍ଟା ହେବ ହ୍ବାଟସଆପ୍‌ ଡାଉନ ରହିଥିଲା।  ଫଳରେ ଟେକ୍ଟଟ୍‌, ଭଏସ ଓ ଭିଡିଓ ମେସେଜ ନେଣଦେଣରେ ବାଧା ଉପୁଜିଥିଲା।  ହ୍ବାଟସଆପ୍‌ ଡାଉନ୍‌ ଥିବା କାରଣରୁ କିଛି ବ୍ୟବହାରକାରୀ ମାନେ ବଡ଼ ଧରଣର ପ୍ରଭାବିତ ହୋଇଛନ୍ତି । କିଛି ବ୍ୟବସାୟିକ ଡକୋମେଣ୍ଟ ହେଉ କି ଅନ୍ୟ କିଛି ଗୁରୁତ୍ୱ ପୂର୍ଣ୍ଣ ମେସେଜ ଆଦାନପ୍ରଦାନରେ ଅସୁବିଧା ହୋଇଥିଲା।

- Advertisement -

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories