www.samajalive.in
Sunday, December 7, 2025
14.1 C
Bhubaneswar

ମାଲକାନଗିରିରେ ଆନ୍ତଃ ଜିଲ୍ଲା ମହିଳା ଓ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

ମାଲକାନଗିରି : ସ୍ଥାନୀୟ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ‌ ପରିଷରରେ ଆୟୋଜିତ କବାଡି ପ୍ରତିଯୋଗିତାରେ ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇଛନ୍ତି। ପ୍ରାୟ ୧୦ ଟି ଜିଲ୍ଲାର ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ୩୦ ଟି ଦଳ ଏଥିରେ ଭାଗ ନେଇଥିଲେ ।

ଆଦିବାସୀ ଅଞ୍ଚଳରେ ପ୍ରତିଭାର ଅଭାବ ନଥିବା ବେଳେ ରାଜ୍ୟ ସରକାର ଆଦିବାସୀ  କ୍ରୀଡା ଓ କ୍ରୀଡାବିତ ମାନଙ୍କୁ ପ୍ରୋତ୍ସାହନ ଦେଇ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ମାନେ କିଭଳି ଆଗାମି ଦିନରେ ଜାତୀୟ ଓ ଆନ୍ତଃଜାତୀୟ ସ୍ତରରେ ଭାଗ ନେଇ ପାରିବେ ସେଥିପାଇଁ ଭିତ୍ତିଭୂମି ସୃଷ୍ଟି‌କରି ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇ ଏଭଳି ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ‌ କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories