www.samajalive.in
Sunday, December 7, 2025
18.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଶାନ୍ତି ପାଇଁ ନୋବେଲ ପୁରସ୍କାର ୨୦୨୨ ଘୋଷଣା .. ନୋବେଲ ପାଇଁ ବେଲାରୁଷର ମାନବାଧିକାର ପ୍ରବକ୍ତା ଆଲେସ୍‍ ବାଲିଆସ୍କି …  ରୁଷର ମାନବାଧିକାର ସଙ୍ଗଠନ ‘ମେମୋରିଆଲ’  , ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର୍‍ ସିଭିଲ ଲିବର୍ଟିଜ୍‍ ନାମକ ଦୁଇଟି ସଂସ୍ଥାର ନାମ ଘୋଷଣା ..

ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ.. କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ସାଦନପଦାରେ ଜଣେ ବ୍ୟବସାୟୀଙ୍କ ଘରୁ ଛଅ ଜଣ ଦୁର୍ବୃତ୍ତ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରି ନେଇଥିବାର ଥାନାରେ ଅଭିଯୋଗ..

- Advertisement -

ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ କୁମାର ଦାସ ପୋଖରୀ ମରାମତି କାମରେ ୪୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଗିରଫ କରିଛି ବରଗଡ ଭିଜିଲାନ୍ସ  …

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ; ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ଦିନ

ମୁମ୍ବଇ : ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ .. ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା,ତାଙ୍କ ମୃତ୍ୟୁରେ ସିନେ ଜଗତରେ ଖେଳି ଯାଇଛି ଶୋକର ଛାୟା…

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories