www.samajalive.in
Sunday, December 7, 2025
16.1 C
Bhubaneswar

ଅପରାହ୍ନ ୩ଟା ମୁଖ୍ୟ ଖବର

ଆସୁଛି ଲଘୁଚାପ .. ଭିଜିବ ଓଡିଶା .. ବାତ୍ୟା ସମ୍ପର୍କରେ ଆଇଏମଡି ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ .. ଆସନ୍ତା ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ ହେବ ବୋଲି କୁହାଯାଉଛି..  ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇ ନାହିଁ-ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ

କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ..

- Advertisement -

ଆଜି ଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ଓଜେଇଇ .. ଦୈନିକ ୪ଟି ସିଫ୍ଟରେ ସେପ୍ଟେମ୍ବର ୩, ୪ ଓ ୭ରେ ହେବ ପରୀକ୍ଷା

ରାଜ୍ୟର ୨୮ଟି ସହରରେ ୩୮ଟି ଓ ରାଜ୍ୟ ବାହାରେ କେନ୍ଦ୍ର, କୋଲକତା, ରାଞ୍ଚି ଓ ପାଟନାରେ ହୋଇଛି ପରୀକ୍ଷା କେନ୍ଦ୍ର
ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଦେବେ ୨୮ ହଜାର ୬ ଶହ ପରୀକ୍ଷାର୍ଥୀ..

ଆଜିଠାରୁଏସିଆ କପ୍‌ରେ ସୁପର-୪ ମୁକାବିଲା, ସୁପର-୪ରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ, ଫାଇନାଲକୁ ଯିବେ ଟପ୍‌-୨ରେ ଟିମ୍‌..

ଆସନ୍ତା ୨ ସପ୍ତାହ ମଧ୍ୟରେ ଆଉ ୨ଟି ଲଘୁଚାପ ସମ୍ଭାବନା .. ଦୁର୍ବଳ ମୌସୁମୀ ଯୋଗୁ ଆଉ ୨ ଦିନ ଯାଏଁ ଗୁଳୁଗୁଳି ଲାଗି ରହିବ
ନାସାର ଚନ୍ଦ୍ର ଅଭିଯାନ .. ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଆରମ୍ଭ ହେବ ଉତ୍‌କ୍ଷେପଣ ପ୍ରକ୍ରିୟା, ଏଥର ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା, ଚନ୍ଦ୍ରରେ ତେଜସ୍କ୍ରିୟ ବିକିରଣ ଓ କଂପନର ମାତ୍ରା ସଂପର୍କରେ ଏହି ଅଭିଯାନରେ ଅନୁଧ୍ୟାନ କରାଯିବ ..

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ..  ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩, ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ୭୨..

ଦେଶରେ ଦିନକରେ ଆଉ ୭,୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ..  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୪୭,୧୪୯କୁ ବୃଦ୍ଧି .. ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୩ ଆକ୍ରାନ୍ତଙ୍କ ମୃତ୍ୟୁ .. ୫୬,୭୪୫ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ..

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର .. ରିକ୍ଟର ସ୍କେଲରେ ତିବ୍ରତା ୪.୪ ରେକର୍ଡ..

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories