www.samajalive.in
Sunday, December 7, 2025
26.1 C
Bhubaneswar

ମୁହୂର୍ତ୍ତ କ’ଣ ? ଜାଣନ୍ତୁ ୨୪ ଘଣ୍ଟାରେ ୩୦ ମୁହୂର୍ତ୍ତର ମହତ୍ତ୍ୱ

ବହୁ ପୁରାତନ ସମୟରୁ ଭାରତୀୟ ପରମ୍ପରାରେ ମୁହୂର୍ତ୍ତର ଖୁବ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଶୁଭ ମୁହୂର୍ତ୍ତର ନିଶ୍ଚୟ ଆବଶ୍ୟକ ହୋଇଥାଏ। ବାସ୍ତବରେ ମୁହୂର୍ତ୍ତ ସମୟ ମାନ କରିବାର ଏକ ଶୈଳୀ ରହିଛି। ସୂର୍ଯୋଦୟ ଠାରୁ ପରଦିନ ସୂର୍ଯୋଦୟ ପର୍ଯ୍ୟନ୍ତ ୨୪ ଘଣ୍ଟାରେ ୩୦ ମୁହୂର୍ତ୍ତ ରହିଛି। ଜାଣନ୍ତୁ ଏହି ମୁହୂର୍ତ୍ତ ବିଷୟରେ..
ପ୍ରାତଃ : ୬ ଟାରୁ ୪୮ ରୁଦ୍ର – ଅଶୁଭ
ପ୍ରାତଃ : ୬ଟାରୁ ୭ଟା୩୬ – ଆହି- ଅଶୁଭ
ପ୍ରାତଃ : ୭ଟା୩୬ ରୁ ୮ଟା ୨୪ – ମିତ୍ର – ଶୁଭ
ପ୍ରାତଃ : ୮ଟା ୨୪ରୁ ୯ଟା ୧୨ – ପିତୃ – ଅଶୁଭ
ପ୍ରାତଃ : ୯ଟା ୧୨ ରୁ ୧୦ – ବସୁ – ଶୁଭ
ପ୍ରାତଃ : ୧୦ ରୁ ୧୦ଟା ୪୮ – ବାରାହ – ଶୁଭ
ପ୍ରାତଃ : ୧୦ଟା ୪୮ ରୁ ୧୧ଟା୩୬ – ଶୁଭ
ପ୍ରାତଃ : ୧୧ଟା୩୬ ରୁ ୧୨ଟା୨୪ – ଶୁଭ ସୋମବାର ଓ ଶୁକ୍ରବାର ବ୍ୟତୀତ
ଦ୍ୱିପ୍ରହର – ୧୨ ଟା ୨୪ ରୁ ୧ଟା୧୨ – ଶୁଭ
ଦ୍ୱିପ୍ରହର – ୧ଟା୧୨ରୁ ୨ଟା ଅଶୁଭ
ଦ୍ୱିପ୍ରହର – ୨ଟାରୁ ୨ଟା ୪୮ – ଅଶୁଭ
ଦ୍ୱିପ୍ରହର – ୨ଟା୪୮ ରୁ ୩ଟା ୩୬ – ଅଶୁଭ
ଦ୍ୱିପ୍ରହର – ୩ଟା ୩୬ ରୁ ୪ଟା ୨୪ – ଅଶୁଭ
ଦ୍ୱିପ୍ରହର – ୪ଟା ୨୪ ରୁ ୫ଟା ୧୨ – ଶୁଭ ( ରବିବାର ବ୍ୟତୀତ)
ସନ୍ଧ୍ୟା – ୫ଟା୧୨ ରୁ ୬ଟା – ଅଶୁଭ
ସନ୍ଧ୍ୟା – ୬ଟାରୁ ୬ଟା ୪୮ – ଅଶୁଭ
ସନ୍ଧ୍ୟା – ୬ଟା୪୮ ରୁ ୭ଟା ୩୬ – ଅଶୁଭ
ସନ୍ଧ୍ୟା ୭ଟା୩୬ ରୁ ୮ଟା ୨୪ – ଶୁଭ
ରାତ୍ରି – ୮ଟା ୨୪ ରୁ ୯ଟା ୧୨ – ଶୁଭ
ରାତ୍ରି – ୯ଟା ୧୨ ରୁ ୧୦ ଟା – ଶୁଭ
ରାତ୍ରି – ୧୦ ଟାରୁ ୧୦ଟା ୪୮ – ଅଶୁଭ
ରାତ୍ରି – ୧୦ଟା ୪୮ ରୁ ୧୧ଟା ୩୬ – ଶୁଭ
ରାତ୍ରି – ୧୧ଟା ୩୬ ରୁ ୧୨ଟା୨୪ –ଶୁଭ
ରାତ୍ରି – ୧୨ଟା ୨୪ ରୁ ୧ଟା୧୨ – ଶୁଭ
ରାତ୍ରି – ୧ଟା୧୨ରୁ ୨ଟା ଶୁଭ
ରାତ୍ରି – ୨ଟାରୁ ୨ଟା ୪୮ – ଶୁଭ
ରାତ୍ରି – ୨ଟା ୪୮ ରୁ ୩ଟା ୩୬ – ଶୁଭ
ରାତ୍ରି – ୩ଟା ୩୬ ରୁ ୪ଟା ୨୪ – ଶୁଭ
ପ୍ରାତଃ – ୪ଟା ୨୪ ରୁ ୫ଟା ୧୨ – ଅତ୍ୟନ୍ତ ଶୁଭ
ପ୍ରାତଃ – ୫ଟା ୧୨ ରୁ ୬ଟା ଶୁଭ

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories