www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ଗଳିତ ଶବ 

ମ.ରାମପୁର : ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ନଜରରେ ଆସିଛି ଏକ ମୁଣ୍ଡ ବିହୀନ ଗଳିତ ଶବ । ଶବଟି ମଦନପୁର ରାମପୁର ବ୍ଲକ ଅଧିନସ୍ଥ ମଦନପୁର ପଞ୍ଚାୟତର ସୁନାମୁଖି ଜଙ୍ଗଲରେ ପଡିଥିବା ଜଣା ପଡିଛି । ଦିନେ କି ଦୁଇ ଦିନ ଆଗରୁ ଘଟଣା ଘଟିଥିବା ସନ୍ଦେହ ହେଉଛି । ଶବଟି ମୁଣ୍ଡ ବିହୀନ ଓ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ପାଖରେ ରକ୍ତ ମଧ୍ୟ ପଡିଛି । ପାରିପାଶ୍ବିକ ସ୍ଥିତିକୁ ଅନୁମାନ କଲେ ଏହା ଏକ ଯୋଜନା ବଦ୍ଧ ହତ୍ୟା ହୋଇ ଥାଇପାରେ ବୋଲି ସନ୍ଦେହ ହେଉଛି । ଶବଟିର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ । ପୁଲିସର ତଦନ୍ତରେ ଘଟଣା ସ୍ପଷ୍ଟ ଜଣାପଡିବ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories