ଡେସ୍କ: ଆଜି ହେଉଛି ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ। ଭାରତରେ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଉଜ୍ଜୀବିତ କରି ରଖିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ୧୯୦୫ ମସିହା ଆଜିର ଦିନରେ ସ୍ୱଦେଶୀ ଆନ୍ଦୋଳନର ଡାକରା ଦିଆଯାଇଥିଲା। ୨୦୧୫ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ପରିବାରକୁ ଅତି କମରେ ଗୋଟିଏ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ କ୍ରୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
Popular Categories



