www.samajalive.in
Tuesday, December 9, 2025
19.1 C
Bhubaneswar

ପୂର୍ବାହ୍ନ ୧୧ଟାର ମୁଖ୍ୟ ଖବର

ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କର ବଡ ପଦକ୍ଷେପ..୫୦ ବେସିସ୍‍ ପଏଣ୍ଟ ରେପୋ ରେଟ୍‍ ବଢାଇଲା ରିଜର୍ଭ ବ୍ୟାଙ୍କ .. ରେପୋ ରେଟ୍‍ ବଢିବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ

ସୋରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ .. ଜଳିଗଲା ଏକାଧିକ ଦୋକାନ.. କୋଟିଏ ଟଙ୍କା ସମ୍ପତ୍ତି ପୋଡି ପାଉଁଶ

- Advertisement -

ଭୁବନେଶ୍ୱର : ଓଡିଶାରେ କରୋନା .. ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୮୩୬ ନୂଆ ସଂକ୍ରମିତ,ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୯,ସଙ୍ଗରୋଧରୁ ୪୮୮,ସ୍ଥାନୀୟ ୩୪୮..ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬ ହଜାର ୧୮୧

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୨୦ ହଜାର ୫୫୧ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତ ହେଲେ ୪,୪୧,୦୭,୫୮୮.. ୨୪ ଘଣ୍ଟାରେ ୨୧,୫୯୫ ଆକ୍ରାନ୍ତ ସୁସ୍ଥ ; ଆରୋଗ୍ୟ ହାର ୯୮.୫୦%

ଆଠଗଡ ଥାନା କନ୍ଦରପୁର ଗାଁର ଏକ କୁକୁଡା ଫାର୍ମ ନିକଟରୁ ଯୁବକଙ୍କୁ ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ପରିବାର ଓ ସ୍ଥାନୀୟ ଲୋକେ

ଧର୍ମଗଡ : ଭାରସାମ୍ୟ ହରାଇ ଭ୍ୟାନ ଓଲଟି ୪୦ ରୁ ଅଧିକ ଶ୍ରମିକ ଆହତ..ବିଜୁ ଏକ୍ସପ୍ରେସ ୱେ’ ପିପଲା ନିକଟରେ ଘଟିଛି ଦୁର୍ଘଟଣା

 

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories