www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟରେ କରୋନା ; ଚିହ୍ନଟ ହେଲେ ୯୮୧ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ପରେ ସଂକ୍ରମଣ ୧ ହଜାର ତଳକୁ ଖସିଛି। ଦିନକରେ ମଧ୍ୟରେ ୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୬,ସଙ୍ଗରୋଧରୁ ୫୭୫ ଓ ସ୍ଥାନୀୟ ୪୦୬।

- Advertisement -


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୧୩, ବରଗଡ ୪୪,ଭଦ୍ରକ ୧୨, ବଲାଙ୍ଗୀର ୨୨, ବୌଦ୍ଧ ୧୦, କଟକ ୩୮, ଦେଓଗଡ ୮, ଢେଙ୍କାନାଳ ୩, ଗଜପତି ୭, ଜଗତସିଂହପୁର ୮, ଯାଜପୁର ୧୬, ଝାରସୁଗୁଡା ୨୦, କଳାହାଣ୍ଡି ୩୦,କନ୍ଧମାଳ ୧୯, କେନ୍ଦ୍ରାପଡା ୮, କେନ୍ଦୁଝର ୧୦, ଖୋର୍ଦ୍ଧା ୧୫୦, କୋରାପୁଟ ୧୬, ମାଲକାନଗିରି ୧, ମୟୁରଗଞ୍ଜ ୮୪,ନବରଙ୍ଗପୁର ୨୮, ନୟାଗଡ ୨୪, ନୂଆପଡା ୧୦, ପୁରୀ ୬, ରାୟଗଡା ୮, ସମ୍ବଲପୁର ୭୧, ସୋନପୁର ୨୩, ସୁନ୍ଦରଗଡ ୨୫୯,ଷ୍ଟେଟ ପୁଲରୁ ୩୨। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨,୧୧୬କୁ ବୃଦ୍ଧି ପାଇଛି। ୧୨,୯୬,୨୯୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ହଜାର ୬୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories