ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ କେହି ନଥିବା ବେଳେ ସଙ୍ଗରୋଧରୁ ୮,ସ୍ଥାନୀୟ ୬ ।
Covid-19 Report For 31st May
New Positive Cases: 14
Of which 0-18 years: 0
In quarantine: 8
Local contacts: 6(Details of local contacts will be shared by concerned District)
1. Cuttack: 1
2. Khurda: 9
3. Sundargarh: 2
4. State Pool: 2— I & PR Department, Odisha (@IPR_Odisha) June 1, 2022
New recoveries: 5
Cumulative tested: 31760095
Positive: 1288454
Recovered: 1279196
Active cases: 79— I & PR Department, Odisha (@IPR_Odisha) June 1, 2022
୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୧, ଖୋର୍ଦ୍ଧା ୯, ସୁନ୍ଦରଗଡ ୨, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୮,୪୫୪କୁ ବୃଦ୍ଧି ପାଇଛି । ୧୨,୭୯,୧୯୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।



