www.samajalive.in
Sunday, December 7, 2025
16.1 C
Bhubaneswar

ୟୁକ୍ରେନ୍‍ ସୀମାଠୁ କିଛି ଦୂରରେ ରୁଷ ମୁତୟନ କରିଛି ୧୫୦ ହେଲିକପ୍ଟର

କିଭ୍‍: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ୟୁକ୍ରେନ୍‍ ସୀମାଠୁ କିଛି ଦୂରରେ ରୁଷ ୧୫୦ ହେଲିକପ୍ଟର ରଖିବା ସହ ସୈନିକଙ୍କୁ ମୁତୟନ କରିଛି । ମ୍ୟାକ୍ସାର୍ ଟେକ୍ନୋଲୋଜି ଦ୍ୱାରା ଏହି ଚିତ୍ରଗୁଡ଼ିକୁ ଦେଖିବାକୁ ମିଳିଛି । କୁହାଯାଇଛି ସେମାନଙ୍କର ଉପସ୍ଥିତି ଦକ୍ଷିଣ ବୋଲାରସରେ ଅଛି । ବୋଲାରସ ଚୋଜନିକି ନିକଟରେ ବୃହତ ହେଲିକପ୍ଟର ନିୟୋଜନ ଦେଖାଯାଇଥିଲା ଏବଂ ୯୦ ରୁ ଅଧିକ ହେଲିକପ୍ଟର ଏକ ରାସ୍ତାରେ ଅଟକି ରହିଥିଲା। ଘରୋଇ ଆମେରିକାର କମ୍ପାନୀ ଅନୁଯାୟୀ ଶୁକ୍ରବାର ନିଆଯାଇଥିବା ସାଟେଲାଇଟ୍ ଚିତ୍ରରେ ଦକ୍ଷିଣ ବୋଲାରସ ଅନେକ ବୃହତ ଗ୍ରାଉଣ୍ଡ ଫୋର୍ସ ନିୟୋଜନ ଏବଂ ପ୍ରାୟ ୧୫୦ ପରିବହନ ହେଲିକପ୍ଟର ଦେଖିବାକୁ ମିଳିଛି ।

- Advertisement -

ଆଜିକୁ ତିନି ଦିନ ହେବ ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଏହି ଯୁଦ୍ଧରେ ଦୁଇ ଦେଶର ବହୁ କ୍ଷତି ହୋଇସାରିଲାଣି । ଅନେକ ସୈନିକଙ୍କ ସହ ମଧ୍ୟ କିଛି ସାଧାରଣ ଲୋକଙ୍କ ଜୀବନ ଗଲାଣି । ଏହାରି ଭିତରେ ପ୍ରାୟ ସମସ୍ତ ଦେଶ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଉଭୟ ଦେଶକୁ ପରାମର୍ଶ ଦେଇଛନ୍ତି । ତେବେ ଏହି ଯୁଦ୍ଧରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା କରାଯାଉଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories