www.samajalive.in
Monday, December 8, 2025
16.1 C
Bhubaneswar

ରୁଷ ୟୁକ୍ରେନ୍‍ ବିବାଦ, ପକ୍ଷ ରଖିଲା ଭାରତ

ନୂଆଦିଲ୍ଲୀ: ଘନଉଛି ୟୁକ୍ରେନ ରୁଷ ବିବାଦ । ଏଥି ମଧ୍ୟରେ ରୁଷ ମଧ୍ୟ ୟୁକ୍ରେନ୍‍ ଉପରେ ଆକ୍ରମଣ କରିଛି । ରାଷ୍ଟ୍ରପତି ପୁଟିନଙ୍କ ସାମରିକ କାର୍ୟ୍ୟାନୁଷ୍ଠାନ ଆଦେଶ ମଧ୍ୟରେ ଭାରତ ତାର ପକ୍ଷ ରଖିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ନିଜର ପକ୍ଷ ଉପସ୍ଥାପନ କରିଛି । ଭାରତ କହିଛି ଯୁଦ୍ଧକୁ ତୁରନ୍ତ ସ୍ଥଗିତ ରଖିବାକୁ ଆମେ ନିବେଦନ କରୁଛୁ । ପରିସ୍ଥିତି ଏକ ବଡ଼ ସଙ୍କଟରେ ପରିଣତ ହେବାକୁ ଯାଉଛି। ଯଦି ଏହାକୁ ସାବଧାନତାର ସହିତ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ସୁରକ୍ଷାକୁ ଦୁର୍ବଳ କରିପାରେ । ସମସ୍ତ ପକ୍ଷର ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍ ବୋଲି ଭାରତ କହିଛି ।

ଅନ୍ୟ ପଟେ ୟୁକ୍ରେନ୍‍ ଉପରେ ରୁଷ ଆକ୍ରମଣ ଆରମ୍ଭ କରିସାରିଛି । ଯାହା ସମସ୍ତ ଦେଶ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ଭାରତ ଆହୁରି ମଧ୍ୟ ତାର ବିବୃତିରେ କହିଛି କି ଆମେ ସମସ୍ତ ଦେଶକୁ ସଂଯମତା ରକ୍ଷା କରିବାକୁ କହୁଛୁ । ଆମେ ଆଶା ରଖିଛୁ ଏହାର ସମାଧାନ ନିଶ୍ଚୟ ହେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories