www.samajalive.in
Tuesday, December 9, 2025
15.1 C
Bhubaneswar

ନକଲି ମତଦାତା ସାବଧାନ ! ବାନ୍ଧିବ ପୁଲିସ

ଭୁବନେଶ୍ଵର :  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ  ର।ଜ୍ୟ ନିର୍ବ।ଚନ ଆୟୁକ୍ତ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନକଲି ମତଦ।ତ।ଙ୍କୁ ଆୟୁକ୍ତ ସତର୍କବ।ଣୀ ଶୁଣ।ଇଛନ୍ତି । ନକଲି ମତଦାନ ବା ମତଦାନରେ ଜାଲିଆତି ରୋକିବା ପାଇଁ ଆୟୁକ୍ତ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। କୌଣସି ଭୋଟର ନକଲି ବୋଲି ଜଣ।ପଡ଼ିଲେ, ତ।ଙ୍କୁ ତୁରନ୍ତ ପୁଲିସ ଜିମା ଦିଆଯିବ। ଭୋଟରଙ୍କ ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ତାହାକୁ ଚ୍ୟ।ଲେଞ୍ଜ କରିପ।ରିବେ । ଦୁଇ ଟଙ୍କ। ଦେଇ ଭୋଟରଙ୍କ ପରିଚୟକୁ ଏଜେଣ୍ଟ ଚ।ଲେଞ୍ଜ କରିପ।ରିବେ। ଏହ।ସହ ପ୍ରିଜ।ଇଡିଂ ଅଫିସରମ।ନେ ସ୍ପଟ୍ ଉପରେ ତାହାକୁ ଯ।ଞ୍ଚ କରିପ।ରିବେ। ଅଭିଯୋଗ ସତ୍ୟ ପ୍ରମ।ଣିତ ହେଲେ ନକଲି ଭୋଟରଙ୍କୁ ପୁଲିସ ଜିମ। ଦିଆଯିବ। ସେହିପରି ଅଭିଯୋଗ ମିଥ୍ୟା ପ୍ରମ।ଣିତ ହେଲେ ସେ ଭୋଟ ଦେଇପ।ରିବେ।

ଅନ୍ୟପକ୍ଷରେ ଜଣଙ୍କ ସ୍ଥ।ନରେ ଅନ୍ୟ ଜଣେ ଭୋଟ ଦେଲେ ତାକୁ ଗଣନା କର।ଯିବନାହିଁ। ସେହିପରି ପୋଲିଂ ଅଫିସରମ।ନଙ୍କ ପ।ଇଁ ଭୋଟ ଦେବ। ବ୍ୟବସ୍ଥ। ରହିବ ନ।ହିଁ ବୋଲି ମଧ୍ୟ ନିର୍ବ।ଚନ ଆୟୁକ୍ତ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories