www.samajalive.in
Wednesday, December 10, 2025
15.1 C
Bhubaneswar

ତିନି ତଲାକ ଅଧ୍ୟାଦେଶ ସ୍ୱାଗତଯୋଗ୍ୟ: ଇଶରତ୍‍

ନୂଆଦିଲ୍ଲୀ : ତିନି ତଲାକକୁ ଅପରାଧ ଦର୍ଶାଇ ସରକାର ଆଣିଥିବା ଅଧ୍ୟାଦେଶ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତିନି ତଲାକକୁ ଦଣ୍ଡନୀୟ ଅପରାଧ ଘୋଷଣା କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ଖୁବ୍‍ ଆନନ୍ଦିତ ବୋଲି ଇଶରତ୍‍ ଜାହାନ କହିଛନ୍ତି। ୨୦୧୪ରେ ଇଶରତ୍‍ଙ୍କୁ ତାଙ୍କ ସ୍ୱାମୀ ଦୁବାଇରୁ ଟେଲିଫୋନ୍‍ ମାଧ୍ୟମରେ ତଲାକ କହି ବିବାହ ବିଚ୍ଛେଦ ଘଟାଇଥିଲେ। ଇଶରତଙ୍କର ୧୩ ବର୍ଷର ଝିଅ ଓ ୭ ବର୍ଷର ପୁଅ ରହିଛି। ସ୍ୱାମୀଙ୍କ ତିନି ତଲାକ ବିରୋଧରେ ଇଶରତ୍‍ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories