www.samajalive.in
Tuesday, December 9, 2025
23.1 C
Bhubaneswar

ମନେ ପଡ଼ୁଛନ୍ତି ସ୍ୱର ସରସ୍ୱତୀ, ଶୋଏବ କହିଲେ ମନର କଥା

ନୂଆଦିଲ୍ଲୀ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଭାରତ ରତ୍ନ ହରାଇଛି ଭାରତ । ହେଲେ ତାଙ୍କ ସମସ୍ତ କଥାକୁ ମନେ ପକାଉଛନ୍ତି ପ୍ରିୟଜନ । ଏହାରି ଭିତରେ ନଜର ଆସିଛି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ୍ ଅଖତରଙ୍କ କଥା । ଶୋଏବ ଲତାଙ୍କୁ ମନେପକାଇ ତାଙ୍କ ପ୍ରଶଂସକଙ୍କ ସହ କିଛି ସ୍ମୃତି ବାଣ୍ଟିଛନ୍ତି । ଶୋଏବ କହିଛନ୍ତି ୨୦୧୬ରେ ସେ ମୁମ୍ବାଇ ଆସିଥିଲେ । ହେଲେ ଲତା ମଙ୍ଗେସକରଙ୍କ ସହ ତାଙ୍କର ସାକ୍ଷାତ ହୋଇପାରିନଥିଲା । ଏହା ତାଙ୍କ ଜୀବନର ଏକ ଅବଶୋଷ ବୋଲି ସେ କହିଛନ୍ତି । ତହା ସହ ଶୋଏବ କହିଛନ୍ତି, ମୁଁ ଲତାଙ୍କର ଏକ ବଡ଼ ପ୍ରଶଂସକ । ଲତାଙ୍କୁ ଭେଟି ପାରିନଥିବାରୁ ତାଙ୍କୁ ଫୋନ କରିଥିଲି ।

ଫୋନରେ କଥା ହେବା ସମୟରେ ଲତା ସ୍ନେହରେ ମୋତେ ମା’ ଡାକିବାକୁ କହିଥିଲେ । ଶୋଏବ ୟୁଟ୍ୟୁବରେ ଲତାଙ୍କୁ ନେଇ ଏପରି କିଛି କହିଥିବା ବେଳେ, ଏହି କଥାକୁ ନେଇ ଅନେକ ପ୍ରଶଂସକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories