www.samajalive.in
Wednesday, December 10, 2025
15.1 C
Bhubaneswar

ଧାୱନଙ୍କ ସମେତ ୪ କ୍ରିକେଟରଙ୍କୁ କରୋନା

ନଳଆଦିଲ୍ଲୀ: ପୁଣି କ୍ରିକେଟରେ ପଶିଲା କରୋନା । ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଶିଖର ଧାୱନଙ୍କ ସମେତ ୪ କ୍ରିକେଟର କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଋତୁରାଜ ଗାଏକୱାଡ, ଶ୍ରେୟାସ ଆୟର, ନବଦୀପ ସଇନିଙ୍କ ରିପୋର୍ଟ କରୋନା ପଜିଟିଭ୍‍ ଆସିଛି । ୪ ଖେଳାଳିଙ୍କ ସହ ଆଉ ୩ଜଣଙ୍କୁ ମଧ୍ୟ କରୋନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କ୍ରିକେଟରମାନଙ୍କ କରୋନା ଟେଷ୍ଟ କରାଯାଇଥିଲା । କରୋନା ଟେଷ୍ଟ କରାଯିବା ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍‍ ଆସିଛି । ତେବେ ସୋବନଙ୍କ ରିପୋର୍ଟ ପଜିଟିଭ୍‍ ଆସିବା ପରେ ସମସ୍ତ କ୍ରିକେଟରମାନେ ସଙ୍ଗରୋଧରେ ରହିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories