www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ ଶ୍ୟାମଳ ରଙ୍ଗ ମହିଳାମାନେ ଭାଗ୍ୟବାନ ମାତ୍ର ରହିଛି ଏହି ବଦ୍‌ଗୁଣ

 

ଯଦି ଆପଣଙ୍କ ରଙ୍ଗ ଶ୍ୟାମଳ ତେବେ ଦୁଃଖ ନ କରି ଖୁସି ହେବା ଉଚିତ । ସମୁନ୍ଦ୍ରଶାସ୍ତ୍ର ଅନୁସାରେ ଶ୍ୟାମଳ ରଙ୍ଗର ବ୍ୟକ୍ତିମାନେ ଭଲ ବ୍ୟକ୍ତିତ୍ୱର ହୋଇଥାନ୍ତି । ଏପରି ବ୍ୟକ୍ତିମାନେ ସଚ୍ଚୋଟ ହୋଇଥାନ୍ତି । ନିଜର ସମସ୍ତ ସମ୍ପର୍କ ପ୍ରତି ସର୍ବଦା ସମର୍ପିତ ହୋଇ ରହିଥାନ୍ତି । ଖରାପ ସମୟରେ ସମସ୍ତ ଅସୁବିଧାକୁ ଦୃଢତାର ସହ ସାମନା କରିଥାନ୍ତି । ସେମାନଙ୍କ ମଧ୍ୟରେ ସାହସ ଅଧିକ ରହିଥାଏ । ଶ୍ୟାମଳ ରଙ୍ଗର ବ୍ୟକ୍ତିମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି । ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ସମସ୍ତ କାର୍ଯ୍ୟ ପ୍ରତି ଧ୍ୟାନ ଦେଇଥାନ୍ତି । ଏପରି ବ୍ୟକ୍ତିତ୍ୱଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ଭଲ ହୋଇଥାଏ ।

- Advertisement -

ଶ୍ୟାମଳ ରଙ୍ଗର ବ୍ୟକ୍ତିଙ୍କ ବୌଦ୍ଧିକ ସ୍ତର ସାମାନ୍ୟ ହୋଇଥାଏ । ଯେକୌଣସି ବିଷୟରେ କିଛି ପଦକ୍ଷେପ ନେବା ପୂର୍ବରୁ ଭାବିଚିନ୍ତି ନେଇଥାନ୍ତି । ସେମାନଙ୍କ ମନ ସର୍ବଦା ଅସ୍ଥିର ରହିଥାଏ ।
ଶ୍ୟାମଳ ରଙ୍ଗର ମହିଳାମାନେ ଦାମ୍ପତ୍ୟ ଜୀବନକୁ ଉତ୍ତମ କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି । ଏଥିରେ ସଫଳ ମଧ୍ୟ ହୋଇଥାନ୍ତି । ସମ୍ପର୍କୀୟମାନଙ୍କ ପ୍ରତି ଏମାନଙ୍କ ବ୍ୟବହାର ଅତ୍ୟନ୍ତ ସ୍ନେହପୂର୍ଣ୍ଣ ରହିଥାଏ । କିନ୍ତୁ ଏପରି ବ୍ୟକ୍ତିଙ୍କୁ ରାଗ ଖୁବ ଶୀଘ୍ର ଆସିଥାଏ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories