www.samajalive.in
Sunday, December 7, 2025
26.1 C
Bhubaneswar

ଯୋଗୀଙ୍କୁ ଟକ୍କର ଦେବେ ଚନ୍ଦ୍ରଶେଖର

ଲକ୍ଷ୍ନୌ: ସରଗରମ ହେଉଛି ଉତ୍ତରପ୍ରଦେଶ ନିର୍ବାଚନ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିସାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଲଢ଼ିବା ନେଇ ବିଜେପି ସ୍ଥିର କରିସାରିଥିବା ବେଳେ, ଅଜାଦ୍ ସମାଜ ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ଅଜାଦ୍ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ଚନ୍ଦ୍ରଶେଖର ତାଙ୍କ ପ୍ରାର୍ଥୀଙ୍କୁ କିଛି ନେତାଙ୍କ ସହ ନପ୍ରତିଦ୍ୱନ୍ଦିତା କରାଇବା ନେଇ ସୂଚନା ମିଳିଛି । ପୂର୍ବରୁ ଏନେଇ ଜାନୁୟାରୀ ୧୮ରେ ନୋଏଡାଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଉତ୍ତରପ୍ରଦେଶର ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଲଢ଼ିବା ନେଇ ଚନ୍ଦ୍ରଶେଖର କହିଥିଲେ । ଅନ୍ୟପଟେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚନ୍ଦ୍ରଶେଖର ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିବା ନେଇ ଯୋଜନା କରିଥିଲେ । ହେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହିତ ତାଙ୍କର କିଛି ବିୁଝାମଣାରେ ଅସୁବିଧା ହୋଇଥିଲା । ଯାହା ଫଳରେ ତାଙ୍କୁ ଏକୁଟିଆ ନିର୍ବାଚନ ଲଢ଼ିବାକୁ ଦଳ ନିଷ୍ପତ୍ତି ନେଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories