www.samajalive.in
Sunday, December 7, 2025
14.1 C
Bhubaneswar

ଗୋପାଳପୁରର ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ପାସିଂ ଆଉଟ ପ୍ୟାରେଡ ଅନୁଷ୍ଠିତ

ଗୋପାଳପୁର: ଗୋଳାବନ୍ଧ ଠାରେ ଥିବା ଗୋପାଳପୁରର ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ କର୍ପସ ଅଫ୍ ଆର୍ମି ଏୟାର ଡିଫେନ୍ସର ପ୍ରଶିକ୍ଷଣ ନେଉଥିବା କେଡେଟ ମାନଙ୍କ ପାସିଂ ଆଉଟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା।

ଆୟୋଜିତ ପାସିଂ ଆଉଟ୍ ପ୍ୟାରେଡ୍ କାର୍ୟ୍ୟକ୍ରମ ରେ ଏଭିଏସ୍ଏମ କମାଣ୍ଡଣ୍ଟ ତଥା ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜର ସିନିୟର କର୍ଣ୍ଣେଲ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ୍ ସତୀନ୍ଦର ସିଂ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ୩୬୩ ଜଣ ସାମରିକ କର୍ମଚାରୀ ୪୬ ସପ୍ତାହ ଧରି ପ୍ରଶିକ୍ଷାର୍ଥୀଙ୍କୁ ଶାରୀରିକ ତାଲିମ, ଡ୍ରିଲ୍, ଅସ୍ତ୍ରଶସ୍ତ୍ର ତାଲିମ ସହିତ ବାଧାବିଘ୍ନ ପ୍ରଶିକ୍ଷଣ, ଆକ୍ରମଣ, ଶାରୀରିକ ଧୈର୍ୟ୍ୟ, କ୍ରୀଡା ଏବଂ ବାଣିଜ୍ୟ ତାଲିମ ଆଦି କୈ।ଶଳର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଏହି‌ ପ୍ରଶିକ୍ଷଣ ରେ ସୋମେନ୍ଦ୍ର ଜାନା, କୁଶୱା ଆଭିନାଶ, ଉଇକେ ଅବିନାଶ ଅମ୍ବାଡାସ୍, କାୟା ବିଶ୍ବନାଥ ରେଡ୍ଡୀ, ରାହୁଲ, ଏମ ଜୋଗା ରାଓ ଙ୍କୁ ନିଜ ନିଜ ବ୍ୟାଚର ଶ୍ରେଷ୍ଠ ପ୍ରଶିକ୍ଷକ ଭାବରେ ପୁରସ୍କୃତ କରାଯାଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories