www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଭୁବନେଶ୍ୱର ବିମାନବନ୍ଦରରୁ ଭବାନୀପାଟଣା ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭବାନୀପାଟଣାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମ, ୮୫୯ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୨୫ ପ୍ଲାଟୁନ ଫୋର୍ସ ମୁତୟନ

- Advertisement -

ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ ; ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ବିଶିଷ୍ଟ କାର୍ଟୁନ ଶିଳ୍ପୀ କିଶୋର ରଥଙ୍କ ପରଲୋକ, ୫୮ ବର୍ଷ ବୟସରେ ହୃଦ୍‌ଘାତରେ କିଶୋରଙ୍କ ଦେହାନ୍ତ

କୃଷି ଆଇନ ଉଚ୍ଛେଦ ପାଇଁ ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ସୁପ୍ରିମକୋର୍ଟରେ ଲଖିମପୁର ଖେରି ହିଂସା ମାମଲାର ଶୁଣାଣି ଆଜି

ସୁକମାରେ ସାଥୀ ଯବାନଙ୍କ ଗୁଳିରେ ୪ ସିଆରପିଏଫ ଯବାନ ନିହତ; ୩ ଆହତ

କୋଭିଡ ଟିକା ନେଇ ୭.୪ କୋଟି ଟଙ୍କାର ପୁରସ୍କାର ଜିତିଲେ

ଦେଶରେ ୧୧,୪୫୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ୨୬୬ ମୃତ

ସେହି ସମୟ ମଧ୍ୟରେ ୧୩,୨୦୪ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ମୋଟ ୩,୩୭,୬୩,୧୦୪ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୪୨,୮୨୬ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୧.୩୨% ଓ ସାପ୍ତାହିକ ହାର ୧.୨୬% ରହିଛି

ଅନ୍ୟପକ୍ଷରେ ଆରୋଗ୍ୟ ହାର ୯୮.୨୪% ରହିଥିବା ଜଣାଯାଇଛି

ଦେଶରେ ଏଯାଏ ମୋଟ ୧୦୮.୪୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ରାଜ୍ୟରେ ୨୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୪ ମୃତ

ଦିନକ ମଧ୍ୟରେ କରୋନାରୁ ୩୪୭ ଜଣ ସୁସ୍ଥ ହୋଇଛନ୍ତି

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୫୯ ଓ ସ୍ଥାନୀୟ ସଂକ୍ରମିତ ୧୧୭

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ଥିବା ଜଣାଯାଇଛି

ବାଲେଶ୍ୱର ଜିଲାରେ ୧୫, ଭଦ୍ରକ ୩, ବଲାଙ୍ଗିର ୪, କଟକ ୧୭, ଢେଙ୍କାନାଳ ୧୦, ଗଜପତି ୮, ଜଗତସିଂହପୁର ୫, କଳାହାଣ୍ଡିରେ ୨ ଜଣ ଚିହ୍ନଟ

କେନ୍ଦ୍ରାପଡାରେ ୬, ଖୋର୍ଦ୍ଧା ୧୩୮, ମୟୁରଭଞ୍ଜ ୨, ନୟାଗଡ ୨, ନୂଆପଡା ୪, ପୁରୀ ୬ ଓ ସମ୍ବଲପୁରରେ ୭ ଜଣଙ୍କୁ ଚିହ୍ନଟ କରାଯାଇଛି

ସୋନପୁର ୧, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୩୧ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୨୧୯୭ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି

ଦିନକ ମଧ୍ୟରେ ଖୋର୍ଦ୍ଧାରୁ ୨, ଗଞ୍ଜାମ ଓ ପୁରୀ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories