www.samajalive.in
Sunday, December 7, 2025
16.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

କଳକାରଖାନାରେ ବିସ୍ଫୋରଣ ; ୧ ମୃତ, ୪ ଗୁରୁତର

ଡୁରାଣ୍ଡ ଲାଇନରେ ପାକିସ୍ତାନର ତାରବାଡକୁ ତାଲିବାନର ବିରୋଧ

- Advertisement -

ସେପ୍ଟେମ୍ବର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମଧୁମେହ ଚିକିତ୍ସା ଔଷଧର ଦାମ କମିବ

ଗଣତନ୍ତ୍ର ହେଉଛି ଭାରତର ସ୍ୱଭାବ- ଅମିତ ଶାହଭାରତର ନ୍ୟାୟପାଳିକା ଇତିହାସରେ ରେକର୍ଡ; ୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମକୁ ଅନୁମୋଦନ: ୪୪ ଆଇନଜୀବୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବେ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୮୧ କରୋନା ସଂକ୍ରମିତ

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୧୮ ଜଣ

ସଂଗରୋଧରୁ ୩୯୮ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଚିହ୍ନଟ

ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର ୩୪, ବରଗଡ ୧୪, ଭଦ୍ରକ ୯ ଓ ବଉଦ ଜିଲାରେ ୩ ଜଣ ଚିହ୍ନଟ

କଟକ ଜିଲାରେ ୧୦୧, ଦେବଗଡ ୯, ଢେଙ୍କାନାଳ ୧୯, ଗଞ୍ଜାମ ୧୩ ଓ ଜଗତସିଂହପୁରରେ ୧୯ ଚିହ୍ନଟ
ଯାଜପୁର ଜିଲାରେ ୩୩, ଝାରସୁଗୁଡା ୫, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୧୦, ଖୋର୍ଦ୍ଧା ୨୨୨ ଓ କୋରାପୁଟରେ ୩ ଚିହ୍ନଟ

ମାଲକାନଗିରିରେ ୩, ମୟୁରଭଞ୍ଜ ୨୭, ନବରଙ୍ଗପୁର ୧, ନୟାଗଡ ୧୦ ଓ ପୁରୀରେ ୨୬ ଚିହ୍ନଟ ହୋଇଛନ୍ତି

ରାୟଗଡାରେ ୫, ସମ୍ବଲପୁର ୧୦, ସୋନପୁର ୬, ସୁନ୍ଦରଗଡ ୨୦ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୦ରେ ପହଞ୍ଚିଲା

ପଞ୍ଜଶିରରେ ମଧ୍ୟ ତାଲିବାନ ସହିତ ମିଶି ଲଢୁଛନ୍ତି ପାକିସ୍ତାନୀ ସୈନ୍ୟ

ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ ପଦକ ; ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨ ହଜାର ୬୧୮ ନୂଆ କରୋନା ଆକ୍ରାନ୍ତ ; ୩୩୦ ମୃତ

ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୦,୨୨୫

ଦିନକରେ ୩୬,୩୮୫ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୧,୦୦,୦୦୧

ଡୁରାଣ୍ଡ ଲାଇନରେ ପାକିସ୍ତାନର ତାରବାଡକୁ ତାଲିବାନର ବିରୋଧ

ମାସକରେ ୧୫ ଲକ୍ଷ ବେରୋଜଗାର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ଲୁହାରଡ ମାଡ଼ରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories