www.samajalive.in
Wednesday, December 10, 2025
17.1 C
Bhubaneswar

ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡ଼ି ନେଇ ଡ୍ରାଇଭର ଚମ୍ପଟ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଅଂଚଳରେ ଏକ ଏଟିଏମରେ ଟଙ୍କା ଭର୍ତି କରା ଯାଉଥିବା ବେଳେ ଟଙ୍କା ନେଇ ଆସିଥିବା ଗାଡ଼ିକୁ ସେହି ଗାଡିର ଡ୍ରାଇଭର ଧରି ଚମ୍ପଟ ମାରିଥିବା ସୂଚନା ମିଳିଛି। ଖବରପାଇ ବଡବଜାର ଥାନା ପୁଲିସ ସେହି ଗାଡି ସହ ସମ୍ପୃକ୍ତ ଡ଼୍ରାଇଭରଙ୍କୁ ଗିରିଶୋଲା ନିକଟରେ କାବୁ କରିଛି। ହେଲେ ଡ଼୍ରାଇଭର ଜଣଙ୍କ ଅଚେତ ଅବସ୍ଥାରେ ରହିଥିବା ଜଣାପଡିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories