www.samajalive.in
Sunday, December 7, 2025
26.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା

–୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ୟ୍ୟ ସରିବ। ହକି ବିଶ୍ବକପ‌୍‍କୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି

- Advertisement -

–ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଉରକେଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି

–ଜିଲ୍ଲା ଖଣିଜ ପାଣ୍ଠିର ଦୂରୁପଯୋଗ ଓ ସ୍ୱଳ୍ପ ବ୍ୟବହାର ଗାଁ ତଥା ପଂଚାୟତ ବିକାଶରେ ପ୍ରଥମ ବାଧକ : କଂଗ୍ରେସ

–ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ଚ୍ୟାମ୍ବରରେ ତହସିଲଦାରଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରଞ୍ଚ

–ଜିଲ୍ଲା ଖଣିଜ ପାଣ୍ଠିର ଦୂରୁପଯୋଗ ଓ ସ୍ୱଳ୍ପ ବ୍ୟବହାର ଗାଁ ତଥା ପଂଚାୟତ ବିକାଶରେ ପ୍ରଥମ ବାଧକ : କଂଗ୍ରେସ

–ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ – ନିରଞ୍ଜନ

–ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ, ଝିଅ ଏନଡିଏ ପରୀକ୍ଷା ଦେଇପାରିବା ନେଇ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ

–ସେପ୍ଟେମ୍ବର ୫ରେ ହେବ ଏନଡିଏ ପ୍ରବେଶିକା ପରୀକ୍ଷା

–ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର

–ଆସାମ-ମିଜୋରାମ ସୀମାରେ ପୁଣି ଗୁଳି ଚାଳନା: ବଢିଲା ଉତ୍ତେଜନା

–ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

–୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଜନିତ ୬୫ ଜଣଙ୍କର ମୃତ୍ୟୁ ; କଟକ ଜିଲାରୁ ସର୍ବାଧିକ ୧୫ , କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୮୬

–ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ  ; ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫

–ରାଜ୍ୟରେ ମୋଟ ୧୭୨୦୮୨୪୮ ନମୁନା ପରୀକ୍ଷା କରାଯାଇସାରିଲାଣି ;  ତାହାସହିତ ମୋଟ ୯୮୦୪୭୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି

–ରାଜ୍ୟରେ ସଂପ୍ରତି ୯୫୩୬ ଜଣ ସକ୍ରିୟ ସଂକ୍ରମିତ

–ଭଦ୍ରକ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବିଧାୟକ ସୁରକ୍ଷିତ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

–ଦିନକ ମଧ୍ୟରେ ଦେଶରେ ୪୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୩୨,୫୧୯କୁ ବୃଦ୍ଧି

–ଗୋଟିଏ ଦିନରେ ୩୭,୧୬୯ ଜଣ ସୁସ୍ଥ ;  ଏପର୍ୟ୍ୟନ୍ତ ମୋଟ ୩,୧୪,୮୫,୯୨୩ ଜଣ କରୋନାରୁ ସୁସ୍ଥ

–ସଂପ୍ରତି ଦେଶରେ ୩,୬୭,୪୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୪୮ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର

–ଦେଶରେ ଦୈନିକ ସଂକ୍ରମଣ ହାର ୧.୯୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୫%`  ମୋଟ ୪୯.୮୪ କୋଟି ନମୁନା ପରୀକ୍ଷା

–ଦେଶରେ କୋଭିଡ ଟିକା ନେଲେଣି ୫୬ କୋଟି ୯୪ ହଜାର ୫୮୧

–ସାବରିମାଳା ଦର୍ଶନ ପାଇଁ ପିତାଙ୍କ ସହ ନାବାଳିକାଙ୍କୁ ଅନୁମତି ଦେଲେ କେରଳ ହାଇକୋର୍ଟ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories