www.samajalive.in
Wednesday, December 10, 2025
17.1 C
Bhubaneswar

ପରମବୀର ସିଂହଙ୍କ ବିରୁଦ୍ଧରେ ଲୁକ୍‍ ଆଉଟ୍‍ ନୋଟିସ୍‍ ଜାରି

ମୁମ୍ବଇ : ମୁମ୍ବଇର ପୂର୍ବତନ ପୁଲିସ୍‍ କମିଶନର ପରମବୀର ସିଂହଙ୍କ ବିରୁଦ୍ଧରେ ଲୁକ୍‍ ଆଉଟ୍‍ ନୋଟିସ୍‍ ଜାରି କରାଯାଇଛି। ଥାଣେ ପୁଲିସ୍‍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଜଣେ କୋଠାବାଡ଼ି ନିର୍ମାଣକାରୀ (ବିଲଡର) ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପରମବୀର ସିଂହ ତାଙ୍କଠାରୁ ଅର୍ଥ ଆଦାୟ କରିବାକୁ ଚାହୁଁଥିଲେ । ଆଉ ୨୭ ଜଣଙ୍କ ବିରୁଦ୍ଧରେ ଏଭଳି ନୋଟିସ୍‍  ଖୁବ ଶୀଘ୍ର ଜାରି କରାଯିବ। ପୁଲିସ୍‍ ଉପାୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଏସ୍‍ଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି । ପରମବୀର ସିଂହ ବହୁ ବିଲଡରଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories