www.samajalive.in
Tuesday, December 9, 2025
19.1 C
Bhubaneswar

ନକଲି ଜର୍ଦ୍ଦା ବୋଝେଇ ଗାଡି ସହ ଡ୍ରାଇଭର ଗିରଫ

ଭଦ୍ରକ : ପୁରୁଣାବଜାର ପୁଲିସ ଏକ ନକଲି ଜର୍ଦ୍ଦା ବୋଝେଇ ଟାଭେରା ଲକ୍ଷାଧିକ ଟଙ୍କା ର ନକଲି ଜର୍ଦ୍ଦା ନେଇ ଭଦ୍ରକ ରୁ ଖୋର୍ଦ୍ଧା ଯାଉଥିଲା ବେଳେ ଗାଡିକୁ ଜବତ କରିବା ସହ ଚାଳକକୁ ଗିରିଫ କରିଛି । ଗତ କିଛି ଦିନ ତଳେ ପୁଲିସ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରି ବହୁ ନକଲି ଜର୍ଦ୍ଦା ସମେତ, ଅନେକ ନକଲି ଜର୍ଦ୍ଦା ତିଆରି ସରଞ୍ଜାମକୁ ଜବତ କରିଥିଲା । ବୁଧବାର ଏକ ବିଶ୍ୱସ୍ତ ସୂତ୍ରରୁ ପୁଲିସ ଖବର ପାଇ ନଙ୍ଗାମହଲା ଅଞ୍ଚଳରୁ, ଗୋଟିଏ ନକଲି ଜର୍ଦ୍ଦା ବୋଝେଇ ଟାଭେରା ଗାଡି ଓ ସେଥିରେ ଥିବା ନକଲି ଜର୍ଦ୍ଦା ଗୁଡିକୁ ଜବତ୍ କରିବା ସହ ଡ୍ରାଇଭର ସେଖ ବବୁଲ ଖାଁ କୁ ଅଟକ ରଖିଛି । ବବୁଲର ଘର ଛଡାକ ମହଲା ଅଞ୍ଚଳରେ ବୋଲି ଜଣା ପଡ଼ିଛି। ତେବେ ଏନେଇ ପୁଲିସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରୀ ରହିଛି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories