www.samajalive.in
Sunday, December 7, 2025
26.1 C
Bhubaneswar

ସ୍ବାମୀ ନିଖୋଜ,ସ୍ତ୍ରୀ ଥାନାର ଦ୍ବାରସ୍ଥ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ ମୂଖ୍ୟାଳୟ ରେ ବିବାହ ପର ଠାରୁ ରହିଆସୁଥିବା ଘନଶ୍ୟାମ ପାତ୍ର (୨୫) ଚଳିତ ଜୁଲାଇ ମାସ ୪ ତାରିଖ ସକାଳ ୮.୩୦ ସମୟ ରୁ କେଉଁ ଆଡେ ଚାଲିଯାଇଥିବା ନେଇ ତେଲକୋଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ। ସେ ଗତ ୨୦୧୯ ମସିହା ରୁ ତେଲକୋଇ ରେ ନିଜ ସ୍ବଶୁର ଜନାର୍ଦନ ପାତ୍ର ଙ୍କ ଘରେ ରହୁଥିଲେ। ୪ ତାରିଖ ସେ ଘରୁ ବାହାରି କେଉଁ ଆଡେ ଚାଲିଯାଇଛନ୍ତି।  କାଞ୍ଜିପାଣି ଥାନା ଯନ୍ତାରୀସ୍ଥ ତାଙ୍କ ପୈତୃକ ଘର ସମେତ ସମସ୍ତ ସମ୍ପର୍କିୟ ଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଖବର ନମିିଳିବାରୁ ସ୍ତ୍ରୀ ସୁନୀତା ପାତ୍ର ତେଲକୋଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories