www.samajalive.in
Monday, December 8, 2025
14.1 C
Bhubaneswar

ଅପରାହ୍ନ ୪ଟା – ମୁଖ୍ୟ ଖବର

୧. ରାଜ୍ୟରେ ଅଣ-ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ପାଇଁ କଳା, ବିଜ୍ଞାନ, ବାଣିଜ୍ୟର ୧୧ଟି ବିଷୟରେ ଆରମ୍ଭ ହେବ ଇ-ଲେକ୍‌ଚର୍‌ ବ୍ୟବସ୍ଥା, https://vtputkal.odisha.gov.inରେ ପଢ଼ିପାରିବେ ଛାତ୍ରଛାତ୍ରୀ
୨. ରାଜ୍ୟରେ ଆଜି ୨,୫୪୨ କରୋନା ସଂକ୍ରମିତ ଚିହ୍ନଟ, ୫୭ ମୃତ
୩. ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୫ ଆତଙ୍କବାଦୀ ନିହତ
୪. ଲୋକମାନେ କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢ଼ାଉଛନ୍ତି, ଲୋକମାନେ ସଚେତନ ନହେଲେ ପୁଣି ଥରେ ବିପଦ ବଢିବ – ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି
୫. କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ପରଲୋକ
୬. ରାଜ୍ୟରେ ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଟିକା ଅଛି, ସେଥିରେ ଆଉ ୨ ଦିନ ଟିକାକରଣ ଚାଲିବ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ
୭. ଜୁଲାଇରେ କେନ୍ଦ୍ର ଦେଇଛି ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ କୋଭିସିଲ୍ଡ, କୋଭିସିଲ୍ଡର ୨ୟ ଡୋଜ ନେବାକୁ ଅଛନ୍ତି ୨୮ ଲକ୍ଷ ଲୋକ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ
୮. ଦେଶରେ ଆଜି ୪୫,୮୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୮୧୭ ମୃତ ଓ ୪୪,୨୯୧ ସୁସ୍ଥ
୯. ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ହେବ
୧୦. ଆଜି ନୂଆ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କଲେ ଧର୍ମେଦ୍ର ପ୍ରଧାନ ଓ ଅଶ୍ୱନୀ ବୈଷ୍ଣବ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories