www.samajalive.in
Tuesday, December 9, 2025
16.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

କେବଳ ପୁରୀରେ ହେବ ରଥଯାତ୍ରା; ପୁରୀ ବ୍ୟତୀତ ଓଡ଼ିଶାର ଅନ୍ୟତ୍ର ରଥଯାତ୍ରାକୁ ମନାକଲେ ସୁପ୍ରିମକୋର୍ଟ ; କେନ୍ଦ୍ରାପଡା, ଭଟଲି, ନୀଳଗିରି ଓ ବାରିପଦାରେ ରଥଯାତ୍ରା ପାଇଁ କରାଯାଇଥିଲା ଏକାଧିକ ଆବେଦନ

ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ; ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂତନ ରାଜ୍ୟପାଳମାନଙ୍କୁ ନିଯୁକ୍ତି

- Advertisement -

୨୮ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷିଆ ବିମାନ ନିଖୋଜ

ଭାରତୀୟ ଏଣିକି ଯାଇପାରିବେ ଜର୍ମାନୀ

ଭାରତୀୟଙ୍କ ପାଇଁ ସେଜୁଆନ ଚଟଣି

ଗୁଜରାଟ ହାଇୱେରେ ଏକା ସହ ବୁଲୁଛନ୍ତି ୫ଟି ସିଂହ

ଗୁରୁଦ୍ୱାରା ଉଦଘାଟନ ପାଇଁ ପଗଡି ପିନ୍ଧିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ; ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଦିନକରେ ୫୧,୮୬୪ ଜଣ କରୋନାରୁ ସୁସ୍ଥ ; ମୋଟ ୨,୯୭,୫୨,୨୯୪ ଜଣ ସୁସ୍ଥ,  ସୁସ୍ଥହାର ୯୭.୧୭%

ସମୁଦାୟ ଦେଶରେ ୪୨.୧୪ କୋଟି ନମୁନା ପରୀକ୍ଷା

ଓଡ଼ିଶାରେ ଦିନକ ମଧ୍ୟରେ ଆଉ ୨୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଗରୋଧରୁ ୧୪୨୮ ଓ ସ୍ଥାନୀୟ ସଂକ୍ରମିତ ୧୦୫୯

ରାଜ୍ୟରେ ମୋଟ ୧୪୧୮୮୬୯୫ ନମୁନା ପରୀକ୍ଷା

୨୮୭୩୦ ଜଣ ସକ୍ରିୟ ସଂକ୍ରମିତ

ରାଜ୍ୟରେ ଦିନକରେ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୯

ଆଜିଠୁ ୪୩ ମାର୍ଗରେ ଗଡ଼ିବ ସରକାରୀ ବସ୍‌ 

ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ ରଥରେ ଲାଗିଲା କଳସ

ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଆଜିଠାରୁ ଚାରି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତ; ବୈଠକରେ ଯୋଗଦେବେ ନାହିଁ ମେହବୁବା ମୁଫ୍‍ତି

ଭାରତ ସୀମାରେ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ସେନା ଅଧିକାରୀଙ୍କୁ ପଦୋନ୍ନତି ଦେଲା

ଚୀନଟୋକିଓ ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ : ପତକା ବହନ କରିବେ ମ୍ୟାରୀ କମ୍ ଓ ମନପ୍ରୀତ

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories