www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଦିଲ୍ଲୀ ଲଜପତ ନଗରରେ ଭୟାବହ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ

ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ

- Advertisement -

ମାହାଙ୍ଗା ଗୋତରାରେ ପ୍ରଜାକୋର୍ଟ, ଖୁଣ୍ଟରେ ବାନ୍ଧି ବୃଦ୍ଧଙ୍କୁ ନିର୍ୟାତନା

ଓଡ଼ିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ;  ଗୋଟିଏ ଦିନରେ ରାଜ୍ୟରେ ୪୮୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୭୬୫ ଏବଂ ସ୍ଥାନୀୟ ସଂକ୍ରମିତ ୨୦୮୭

ଆଦିବାସୀ ଗବେଷଣା କେନ୍ଦ୍ର ପକ୍ଷରୁ ୱେବିନାର ଆୟୋଜିତ

ଖର୍ଚ୍ଚ କାଟ କରିବାକୁ କହିଲା ଅର୍ଥ ମନ୍ତ୍ରଣାଳୟ ; ୨୦% ଖର୍ଚ୍ଚ କମାଇବାକୁ ସରକାରୀ ବିଭାଗଗୁଡିକୁ ନିର୍ଦ୍ଦେଶ

ଅଙ୍ଗ ସାନ୍‍ ସୁ କିଙ୍କ ବିରୁଦ୍ଧରେ ନୂଆ ଦୁର୍ନୀତି ଅଭିଯୋଗ ; ୧୫ ବର୍ଷ ହୋଇପାରେ କାରାଦଣ୍ଡାଦେଶ

ସନ୍ଦିଗ୍ଧ ଚାଇନା ଗୁଇନ୍ଦା ଗିରଫ ; ବାଂଲାଦେଶ ପଟୁ ଭାରତକୁ ଅନୁପ୍ରବେଶ ଉଦ୍ୟମ ସମୟରେ ଧରାପଡିଲା

ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନ୍ୟୂନ ମାସେ ଘୁଞ୍ଚାଅ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ ; ଉଚ୍ଚତା ୭ ଫୁଟ ୬ଇଞ୍ଚ

ଚୀନରେ ବିଦେଶୀ କଟକଣା ବିରୋଧରେ ନୂଆ ଆଇନ ଗୃହୀତ

ଦଣ୍ଡାଦେଶ ବିରୋଧରେ କୁଳଭୂଷଣଙ୍କୁ ଆବେଦନ ସୁଯୋଗ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ପରିସରଭୁକ୍ତ ଜଣେ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିଜନକୁ ମିଳୁଥିବା ସର୍ବାଧିକ ବୀମା ରାଶି ୬ରୁ ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କାରେ ନିର୍ଦ୍ଧାରଣ କରାଯାଇଛି

ଅଭିନେତ୍ରୀ ଐସା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ବୁଲିବୁଲି କ୍ଷମା ମାଗୁଛନ୍ତି ତୃଣମୂଳ କଂଗ୍ରେସ ଛାଡ଼ିଥିବା ଅନେକ ନେତା

ଭାରତର କୋଭାକ୍ସିନ ଟିକାକୁ ମନା କଲା ଆମେରିକା

କଳା କବକ ସଂକ୍ରମଣ, ୩ ସପ୍ତାହରେ ଗଲାଣି ୨୧୦୦ ଜୀବନ

୧୬ କୋଟିର ଇଞ୍ଜେକ୍‌ସନ୍‌ ନେଲେ ୩ ବର୍ଷୀୟ ଶିଶୁ ଆୟାଂଶ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories