www.samajalive.in
Sunday, December 7, 2025
16.1 C
Bhubaneswar

ଦିନ ୧୨ଟା-ମୁଖ୍ୟ ଖବର

-ଦେଶରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୦୯ ହଜାର ୩୩୯

-ଆଉ ୧ ଲକ୍ଷ ୮୯ ହଜାର ୨୩୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର

-ଗତ ୨୪ ଘଣ୍ଟାରେ ଆଉ ୨୬୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯, ମୃତ୍ୟୁ ହାର ୧.୨୦%

-ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯, ସକ୍ରିୟ ଆକ୍ରାନ୍ତ ହାର ୫.୧୩ %

-କରେନା ଟିକାକରଣ : ଟିକା ନେଲେଣି ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭

-ଦେଶରେ କରେନା ଟିକାକରଣ ୬୦ ବର୍ଷରୁ ଅଧିକ:  ୩୩.୫%, ୪୫-୬୦ ବର୍ଷ:  ୪୨.୧% ଓ ୧୮-୪୪ ବର୍ଷ : ୨୪.୪% ଙ୍କୁ ଟିକାଦାନ କରାଯାଇଛି

-ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

-ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ , ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭

-ଗତ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି 

-ସଫାଇ ସାଥୀଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ସଂସାଧନ ବଣ୍ଟନ
-ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ୍‌

-ତୃତୀୟ ଲହରକୁ ଅଧିକ ଘାତକ ହେବାରୁ ରୋକିବ ଟିକାକରଣ

-କୋଭିଡ-୧୯ ମହାମାରୀ ପ୍ରଭାବରେ ନିମ୍ନମୁଖୀ ହୋଇଥିବା ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଚଳିତ ଜୁନ୍‍ ମାସରୁ ଆରମ୍ଭ ହେବ ଏବଂ ଜୁଲାଇରେ ସେହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ

-କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା

-୨୦୨୦-୨୧ରେ ରିଲାଏନ୍ସ ସିଏସଆରରେ ଖର୍ଚ୍ଚ କରିଛି ୧୧୪୦ କୋଟି

-ଛାତ ଉପରେ ଜଙ୍ଗଲ ; ଲାଗିଛି ୨୫୦୦ ଗଛ

-କାନପୁରରେ ଗୁପଚୁପ ପ୍ରିୟ ଗାଈ, ବାଛୁରୀ

-୨୫ହଜାର ସିନେ କର୍ମଚାରୀଙ୍କୁ ସଲମାନଙ୍କ ଆର୍ଥିକ ସହାୟତା

-ବୟସ୍କଙ୍କୁ ତୃତୀୟ ପାନ ଟିକା ଦିଆଯାଇପାରେ: ଲାନ୍‌ସେଟ୍‌

-କୋଲକାତା ଭାଜପା କାର୍ୟ୍ୟାଳୟ ନିକଟରୁ ୫୪ ଅଫୁଟା ବୋମା ଜବତ

-ଅମୋଲ ମଜୁମଦାର୍‌ ମୁମ୍ବଇ କ୍ରିକେଟ୍ ଦଳର ପ୍ରଶିକ୍ଷକ ନିଯୁକ୍ତି ନେଇ ମାମଲା

-ୟୁଏଇ କିମ୍ବା ଓମାନରେ ହୋଇପାରେ ଟ୍ବେଣ୍ଟି୨୦ ବିଶ୍ବକପ

-କମ୍‌ ପାରିଶ୍ରମିକ ନେଇ ଶ୍ରୀଲଙ୍କା କ୍ରିକେଟର୍‌ଙ୍କ ଅସନ୍ତୋଷ

-ୱିମ୍ବଲଡନ୍‍ରୁ ଓହରିଲେ ୱାରିଙ୍କା

-ଫ୍ରେଞ୍ଚ ଓପନ ଟେନିସ, ଶ୍ବେତଲୀନାଙ୍କୁ ବିଦାକଲେ କ୍ରେଜିକୋଭା

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories