www.samajalive.in
Sunday, December 7, 2025
26.1 C
Bhubaneswar

ଗାୟକ ସମ୍ରାଟ ପ୍ରହଲ୍ଲାଦ ସାହୁଙ୍କ ପରଲୋକ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମର ଓଡ଼ିଶାର କୋଣ ଅନୁକୋଣରେ ଖ୍ୟାତି ଅର୍ଜନ କରିଥିବା ପାଲା ଗାୟକ ସମ୍ରାଟ ପ୍ରହଲ୍ଲାଦ ସାହୁ(୮୮)ଙ୍କର ହୃଦଘାତରେ ରବିବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଛି। ସେ ପାରମ୍ପରିକ ଶୈଳୀ ଓ ସ୍ୱରଚିତ କାବ୍ୟାବଳିକୁ ସୁଲଳିତ କଣ୍ଠରେ ପାଲା ପରିବେଷଣ କରି ଜନ ମାନସରେ ପରିଚିତ ଥିଲେ।
ତାଙ୍କ ମରଶରୀରକୁ କୋଭିଡ ନିୟମାନୁସାରେ ଗ୍ରାମ୍ୟ ଶ୍ମଶାନରେ ବଡ଼ପୁଅ ଲକ୍ଷ୍ମୀଧର ସାହୁ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା  କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ, ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ, ଗଗନ ମହାପାତ୍ର, ପ୍ରଫୁଲ କୁମାର ଦାଶ ଓ ଖଗେଶ୍ୱର ମାର୍ଥା ଉପସ୍ଥିତ ରହି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମୃତ୍ୟୁରେ ପାଲା ଓ ସାହିତ୍ୟ ଜଗତର ଅପୁରଣୀୟ କ୍ଷତି ହେବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories