ଭୁବନେଶ୍ବର: ଲୋକପ୍ରିୟ ଗାୟିକା ତପୁ ମିଶ୍ର ଗୁରୁତର ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତପୁ ମିଶ୍ରଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ଗାୟିକା ତପୁ ମିଶ୍ରଙ୍କୁ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି ବୋଲି ତପୁ ମିଶ୍ରଙ୍କ ସମ୍ପର୍କୀୟ ଅଙ୍କିତ ମହାନ୍ତି ସୂଚନା ଦିଆଯାଇଛି।
Popular Categories



