ଆଫଗାନିସ୍ତାନର ଯୁବ କ୍ରିକେଟର ମୁଜିବ ଉର ରେହମାନଙ୍କୁ କରୋନା

କାବୁଲ : ଆଫଗାନିସ୍ତାନ କ୍ରିକେଟ ଦଳର ଯୁବ କ୍ରିକେଟର ମୁଜିବ ଉର ରେହମାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ରେହମାନଙ୍କୁ କୁଇନ୍ସଲ୍ୟାଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କରୋନା ସଂକ୍ରମଣର ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ କରୋନା ପରୀକ୍ଷା କରାଇଥିଲେ। ଟେଷ୍ଟ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

Comments are closed.