ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ
ଜଗତସିଂହପୁର : ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଥିବା ଜଣାପଡିଛି। ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘର ସମେତ ୪ ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି। କଟକ ଓ ଜଗତସିଂହପୁର ଜିଲାର ବିଭିନ୍ନସ୍ଥନରେ ଭିଜିଲାନ୍ସ ଟିମ୍ର ପ୍ରାୟ ୩୦ ଜଣ ସଦସ୍ୟ ଚଢଉ ଜାରି ରଖିଛନ୍ତି। ସଞ୍ଜୁକ୍ତାଙ୍କ ଗାଁ ସାତପୁରା, ପାଣିଶାଳିଆ ଓ କଟକ ମହାନଦୀବିହାରରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରିରଖିଛି।
Comments are closed.