www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷାର୍ଥୀଙ୍କ ପାଇଁ ରେଳବାଇରେ ୨୦% ପଦବୀ ସଂରକ୍ଷିତ

ରେଳବାଇରେ ଚାଲିଥିବା ଲେବଲ-୧ ନିଯୁକ୍ତି ପ୍ରକ୍ରିୟାରେ ୨୦ ପ୍ରତିଶତ ପଦବୀ ଆପ୍ରେଣ୍ଟିସ ବା ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଥିବା ରେଳ ମନ୍ତ୍ରାଳୟ କହିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଏକ ଲକ୍ଷରୁ ଅଧିକ ପଦବୀ ପାଇଁ ଆପ୍ରେଣ୍ଟିସ ଅଧିନିୟମ ୨୦୧୬ ଅନୁଯାୟୀ ଶିକ୍ଷାର୍ଥୀମାନଙ୍କୁ ୨୦ ପ୍ରତିଶତ ପଦବୀରେ ନିଯୁକ୍ତି ଦିଆଯିବ।

ରେଳ ପ୍ରତିଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷାର୍ଥୀମାନେ ନିୟମିତ ନିଯୁକ୍ତି ଦାବି କରୁଥିବା ଜଣାପଡିବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ପୂର୍ବରୁ ରେଳବାଇ ଜିଏମଙ୍କ ଉପରେ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷାର୍ଥୀମାନଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ଦେବା କ୍ଷମତା ନ୍ୟସ୍ତ ଥିବା ବେଳେ ୨୦୧୭ ମାର୍ଚ୍ଚରୁ ଏହି ବ୍ୟବସ୍ଥା ରଦ୍ଦ ହୋଇଥିଲେ ମଧ୍ୟ ପୂର୍ବ କ୍ଷମତାକୁ କାଏମ ରଖି ଶିକ୍ଷାର୍ଥୀମାନେ ନିୟମିତ ନିଯୁକ୍ତି ପାଇଁ ଦାବି କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଯୋଗ୍ୟ ନାଗରିକ ନିୟମିତ ଚାକିରି ପାଇଁ ପ୍ରତିଦ୍ୱନ୍ଦ୍ୱିତା ଏବଂ ଆବେଦନ କରିବାର ଅଧିକାର ପାଇଥିବାରୁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ବ୍ୟତୀତ ନିୟମିତ ନିଯୁକ୍ତି ସାମ୍ବିଧାନିକ ବ୍ୟବସ୍ଥା ଏବଂ ସରକାରୀ ନିୟମ ବିରୁଦ୍ଧ ଅଟେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories