www.samajalive.in
Tuesday, December 9, 2025
26.1 C
Bhubaneswar

ମାନସିକ ରୋଗୀଙ୍କୁ ସହାୟତା କରିବ ୨୪ ଘଣ୍ଟିଆ ଟୋଲ୍‍ ଫ୍ରି ନମ୍ବର ‘କିରନ୍‍’

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱରଚନ୍ଦ ଗେହଲଟ ମାନସିକ ରୋଗୀମାନଙ୍କୁ ସହାୟତା କରିବା ପାଇଁ ଏକ ୨୪ ଘଣ୍ଟିଆ ଟୋଲ୍‍ ଫ୍ରି ନମ୍ବର ‘କିରନ୍‍’ର ଉନ୍ମୋଚନ କରିଛନ୍ତି। ଏହି ନମ୍ବରଟି ହେଉଛି ୧୮୦୦-୫୦୦-୦୦୧୯। ଏହି ନମ୍ବର ମାନସିକ ଭାବେ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଯୋଗାଇ ଦେବ। କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ପରିପ୍ରେକ୍ଷୀରେ ମାନସିକ ଅସୁସ୍ଥତା ସମ୍ପର୍କିତ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏହି ହେଲ୍ପଲାଇନ୍‍ ନମ୍ବର ଉନ୍ମୋଚନ କରାଯାଇଛି। ଏହି ଅବସରରେ ଗେହଲଟ ହେଲ୍ପଲାଇନ୍‍ ଉପରେ ପୋଷ୍ଟର, ବ୍ରୋଚର୍‍ ଓ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କରିଥିଲେ।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories