www.samajalive.in
Tuesday, December 9, 2025
17.1 C
Bhubaneswar

ପୂର୍ବ ବିବାଦକୁ ନେଇ ଆକ୍ରମଣ, ଜଣେ ଗୁରୁତର ଦୁଇ ଆହତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଲୁଙ୍ଗା ବଡ଼କିଆରୀ ଗ୍ରାମରେ ପୂର୍ବ ବିବାଦକୁ ନେଇ ଶୁକ୍ରବାର ଅପରାହ୍ନରେ ସଂଗବଧ  ଆକ୍ରମଣରେ ଗୋଟିଏ ପରିବାରର ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ନାମ କାନୁଚରଣ ମଳିକ(୪୫) କାଳନ୍ଦୀ ମଳିକ(୪୨) ପପୁ ମଳିକ(୧୩)। ଏମାନଙ୍କ ମଧ୍ୟରୁ କାନୁର ଅଵସ୍ଥା ଗୁରୁତର ଥିବାରୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପଠାଇ ଦିଆଯାଇଛି। ଘଟଣାକୁ ନେଇ ଆହତ କାଳନ୍ଦୀ ମଳିକଙ୍କ ପକ୍ଷରୁ ସେହି ଗାଁର କୈଳାସ ମଳିକଙ୍କ ସମେତ ୧୬ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories