ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୩୯ ହଜାର ଅତିକ୍ରମ କରିଛି । ଏହି ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୯ ହଜାର ୨୦୫କୁ ବୃଦ୍ଧି ପାଇଛି।
Another 1305 #COVID19 patients have recovered and are being discharged on 14.8.2020
266 from Ganjam
156 from Khurdha
128 from Cuttack
111 from Jajpur
75 from Malkangiri
71 from Balasore
63 from Sundergarh
50 from Puri
44 from Kalahandi
42 from Kendrapara— H & FW Dept Odisha (@HFWOdisha) August 14, 2020
ଆଜି ଗଞ୍ଜାମରୁ ସର୍ବାଧିକ ୨୬୬, ଖୋର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ବରରୁ ୭୧, ସୁନ୍ଦରଗଡ଼ରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪ ଓ କେନ୍ଦ୍ରାପଡାରୁ ୪୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।
33 from Koraput
33 from Nayagarh
28 from Dhenkanal
25 from Gajapati
25 from Nabarangpur
24 from Sambalpur
20 from Bhadrak
19 from Jharsuguda
18 from Mayurbhanj
16 from Nuapada
12 from Kandhamal
12 from Keonjhar
10 from Rayagada
9 from Jagatsinghpur
8 from Bolangir— H & FW Dept Odisha (@HFWOdisha) August 14, 2020
ସେହିପରି କୋରାପୁଟ ଓ ନୟାଗଡ଼ରୁ ୩୩ ଜଣ ଲେଖାଏଁ, ଢେଙ୍କାନାଳରୁ ୨୮, ଗଜପତି ଓ ନବରଙ୍ଗପୁରରୁ ୨୫ଜଣ ଲେଖାଏଁ, ସମ୍ବଲପୁରରୁ ୨୪, ଭଦ୍ରକରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୮, ନୂଆପଡାରୁ ୧୬, କନ୍ଧମାଳ ଓ କେନ୍ଦୁଝରରୁ ୧୨ ଜଣ ଲେଖାଏଁ, ରାୟଗଡାରୁ ୧୦, ଜଗତସିଂହପୁରରୁ ୯ ଓ ବଲାଙ୍ଗୀରରୁ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
7 from Baragarh
The total recovered cases of Odisha now stand at 39205
— H & FW Dept Odisha (@HFWOdisha) August 14, 2020
ଅନ୍ୟପକ୍ଷରେ ବରଗଡ଼ରୁ ୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୯ ହଜାର ୨୦୫କୁ ବୃଦ୍ଧି ପାଇଛି।



