ଜାଣନ୍ତୁ ଗୁଡ଼ର ଉପକାରିତା ଗୁଣ; ବହୁ ରୋଗର ମହୌଷଧି ଗୁଡ

0

ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବାରେ ଗୁଡ଼ ବ୍ୟବହୃତ ହୋଇଥାଏ। ପୂଜାପର୍ବ ଆଦି ବିଭିନ୍ନ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ। ଏଥିରେ ଅନେକ ଓøଷଧିୟ ଗୁଣ ରହିଛି। ନିୟମିତ ଏହାର ବ୍ୟବହାର ଦ୍ୱାରା ଆମେ ବହୁ ରୋଗରୁ ମୁକ୍ତି ମିଳେ।
ଏହା ରକ୍ତ ସଫା ରଖିବାରେ ସାହାର୍ଯ୍ୟ କରେ।
ଗୁଡ଼ରେ ତାପ ଅଂଶ ଅଧିକ ହେତୁ ଥଣ୍ଡା, କାଶ ସମୟରେ ଏହାକୁ ଖାଲି ଖାଇଲେ ଲାଭପ୍ରଦ ଅଟେ।
ଗୁଡ ଶରୀରର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟାକୂୁ ସଠିକ୍‍ ରଖେ ।
ଏହାକୁ ନିୟମିତ ପାଣିରେ ଅଥବା କ୍ଷୀରରେ ପିଇଲେ ପେଟ ସଫା ହେବା ସହ ପାଚନ କ୍ରିୟାରେ ମଧ୍ୟରେ ସାହାର୍ଯ୍ୟ କରିଥାଏ।
ଏହାକୁ ଖାଇବା ଦ୍ୱାରା ଋକ୍ତରେ ଥିବା ଦୂଷିତ ପଦାର୍ଥକୁ ଏହା ଦୂର କରୁଥିବାରୁ ମୁହଁ ସହ ଚର୍ମ ଉଜ୍ଜଳ ରହେ।
ହାଲିଆ ଲାଗୁଥିଲେ ଏହାକୁ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ମହିଳାମାନେ ଏହାକୁ ଖାଇବା ଦ୍ୱାରା ବହୁ ଉପକାର ମିଳିଥାଏ।
ଏହା ତାପ ନିୟନ୍ତ୍ରଣ କରୁଥିବାରୁ ଆଜମା ରୋଗୀଙ୍କ ପାଇଁ ମଧ୍ୟ ଉତ୍ତମ ଅଟେ।

Leave A Reply