www.samajalive.in
Wednesday, December 10, 2025
15.1 C
Bhubaneswar

ବାମଣ୍ଡା କ୍ରାନ୍ତି ଏକତା ମଂଚ ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

ଦେବଗଡ:ବାମଣ୍ଡା କ୍ରାନ୍ତି ଏକତା ମଂଚ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ଠାରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାମଣ୍ଡା କ୍ରାନ୍ତି ଏକତା ମଂଚର ସଭାପତି ବିକାଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ବିଭୁତି ଗଙ୍ଗଦେବ,ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥି, ନିରଞ୍ଜନ ଦ୍ୱିବେଦୀ,ଜୟଭଗବାନ ଅଗ୍ରୱାଲା,ଲକ୍ଷ୍ମଣ କୁମାର ପ୍ରଧାନ,ପ୍ରଦୀପ୍ତ ଦେବତା,ସୁଧିର ଦାସ,ଦୀପକ କୁମାର ଦାସ,ସୁଶୀଳ କୁମାର ନାୟକ,ଚନ୍ଦ୍ରଶେଖର ଭୁକ୍ତା,ଶଙ୍କର୍ଷଣ ମହାପାତ୍ର,ମନୋଜ କୁମାର ପ୍ରଧାନ,ପ୍ରଶାନ୍ତ ଭଞ୍ଜ,ତ୍ରିଦିବେଶ ଗଙ୍ଗଦେବ,ନିରଞ୍ଜନ ଛତ୍ରିଆ ,କିଶୋର ରାୟ,ମୋହନ ବରାଇ,ପ୍ରୀତିଶ ମହାପାତ୍ର,ସୁଶାନ୍ତ ବେହେରା,ବସନ୍ତ ସାହୁ, ସନ୍ତୋଷ ଗୁରୁ ଓ ସରୋଜ ସିଂଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ଷ୍ଟାଡିୟମର ଚତୁଃପାର୍ଶ୍ବରେ ବହୁ ସଂଖ୍ୟକ ବୃକ୍ଷ ଚାରା ରୋପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories